fbpx

ପେଟ୍ରୋଲର ମହଙ୍ଗା ଦରକୁ ନେଇ କୁନି ଝିଅ ଗାଇଲା ଗୀତ: ଦେଖନ୍ତୁ ଭାଇରାଲ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ପେଟ୍ରୋଲର ମହଙ୍ଗା ଦରକୁ ନେଇ ଅସ୍ତବ୍ୟସ୍ତ ଜନସାଧାରଣ । ମାତ୍ର ୬ ମାସ ମଧ୍ୟରେ ପେଟ୍ରୋଲ ଦର ଆକାଶ ଛୁଇଁଛି । ୬ ମାସ ତଳେ ୬୦ ଟଙ୍କାରେ ମିଳୁଥିବା ପେଟ୍ରୋଲ ଦର ବର୍ତ୍ତମାନ ୧୦୦ ଅତିକ୍ରମ କରିଛି । ଏହାକୁ ନେଇ ଅତ୍ୟନ୍ତ ମଜାଦାର ଢଙ୍ଗରେ ଗୀତଟି ଗାଇଛି ଏହି କୁନି ଝିଅଟି ।

କହନା ପେଟ୍ରୋଲ କହନା, କହିଦେ କେତେତୁ ଏଇନା ବୋଲି ଶୀର୍ଷକର ଗୀତଟିକୁ ଖନେଇ ଖନେଇ ଗାଇଛି ଏହି ବାଳିକା ଜଣକ । ପେଟ୍ରୋଲ ପାଇଁ କିଭଳି ଷ୍ଟ୍ରାଇକ ହେଉଛି ତାହା ମଧ୍ୟ ଗୀତଟିରେ ଶୁଣିବାକୁ ମିଳିଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.