fbpx

ପେଟ୍ରୋଲ ପମ୍ପରେ କେମିତି ହୋଇଥିଲା ବିସ୍ଫୋରଣ, ଜାଣନ୍ତୁ କାରଣ

ଭୁବନେଶ୍ୱର,୮ ।୧୦(ଓଡିଶା ଭାସ୍କର): ରାଜଭବନ ନିକଟ ପେଟ୍ରୋଲ ପମ୍ପରେ ହୋଇଥିବା ବିସ୍ଫୋରଣ ଘଟଣାରେ ଏବେ ଚର୍ଚ୍ଚାରେ ରହିଛି । ଏହାରି ମଧ୍ୟରେ ବିସ୍ଫୋରଣର କାରଣ ଆଜି ସାମ୍ନାକୁ ଆସିଛି । ଫିଲିଂ ଷ୍ଟେସନରେ ଏଲପିଜି ରିଫିଲିଙ୍ଗ ବେଳେ ବିସ୍ଫୋରଣ ହୋଇଥିଲା । ଏଲପିଜି ରିଫିଲିଙ୍ଗ ବେଳେ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଥିବା ପେସୋ କହିଛି । ବିସ୍ଫୋରଣ ବେଳେ ଟାଙ୍କିରେ ୪.୫ ଟନ୍ ଏଲପିଜି ୧୦ ହଜାର ଲିଟର ପାଣି ଥିଲା ।

Get real time updates directly on you device, subscribe now.