fbpx

ପାଖରେ ଶୋଇବାକୁ ଇଚ୍ଛା ନଥିଲେ ଡାଇରେକ୍ଟ ମନା କରିପାରିଥାନ୍ତେ ସୁମିତ: କାହିଁକି ଏମିତି କହିଲେ ତପସ୍ୱିନୀ, ଦେଖନ୍ତୁ VIDEO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋ ପାଖରେ ଶୋଇବାକୁ ଇଚ୍ଛା ନଥିଲେ ସେ ମୋତେ ଡାଇରେକ୍ଟ ମନା କରି ପାରିଥାନ୍ତେ ବୋଲି କହିଛନ୍ତି ତପସ୍ୱିନୀ ଦାସ ଓରଫ ଡିମ୍ପଲ । ସୁମିତଙ୍କ ନାଟକ କରିବା ପାଇଁ ଚାପ ପକାଇ ପଠାଯାଇଥିଲା ବୋଲି କହିଛନ୍ତି ତପସ୍ୱିନୀ । ଏହା ସହିତ ସୁମିତଙ୍କୁ ଚାପ ପକାଯାଇଥିବା ନେଇ ସୂଚନା ମିଳିଥିବା ବେଳେ ସେ କାହା ନାମ ପ୍ରକାଶ କରିବାକୁ ଅମଙ୍ଗ ହୋଇଥିଲେ ।

ସୁମିତଙ୍କ ଜୀବନ ପ୍ରତି ବିପଦ ରହିଥିବା ବେଳେ ଜଙ୍ଗଲ ମଧ୍ୟରେ ରହୁଥିବା ବେଳେ ତାଙ୍କ ଜୀବନକୁ ମଧ୍ୟ ଭୟ ରହିଛି । ଉଭୟଙ୍କର ଯଦି କିଛି କ୍ଷତି ହୁଏ ଏଥିପାଇଁ ତାଙ୍କ ଶ୍ୱଶୁର ପ୍ରମୋଦ ସାହୁ, ସ୍ମିତାରାଣୀ ସାହୁ ଏବଂ ପ୍ରମିତ କୁମାର ସାହୁ ଦାୟୀ ରହିବେ ବୋଲି କହିଛନ୍ତି ତପସ୍ୱିନୀ । ମୋ ଶାଶୁ ଓ ଶ୍ୱଶୁରଙ୍କର ପ୍ରେମ ବିବାହ ହୋଇଥିବା ବେଳେ ସେମାନେ ମୋ ପ୍ରେମ କାହାଣୀକୁ ସେମାନେ କାହିଁକି ବିରୋଧ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ । ଭିଡିଓ…

Get real time updates directly on you device, subscribe now.