fbpx

ବଢ଼ିଲା ଗାଡ଼ି ଟିକସ ପଇଠ ଅବଧି

ଭୁବନେଶ୍ୱର, ୭ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । କରୋନା ମୁକାବିଲା କରିବା ପାଇଁ ଲକଡାଉନ ଭଳି ପଦକ୍ଷେପ ଗ୍ରହଣ କରାଯାଉଛି । ତେଣୁ ଲକଡାଉନ ଦୃଷ୍ଟିରୁ ରାଜ୍ୟରେ ଗାଡ଼ି ଟିକସ ପଇଠ ଅବଧି ବୃଦ୍ଧି ପାଇଛି । ମୋଟର ଯାନ ପାଇଁ ଟିକସ ପଇଠ ଅବଧି ଜୁଲାଇ ୩୧ଯାଏଁ ବୃଦ୍ଧି କରାଯାଇଛି । ମାଲବାହୀ ଯାନ ପାଇଁ ଜୁଲାଇ ୧୫ ଯାଏଁ ବୃଦ୍ଧି ପରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଟିକସ ପଇଠ ପାଇଁ ଜୁନ ୩୦ ଯାଏଁ ଅବଧି ବୃଦ୍ଧି ପାଇଥିଲା ।

Get real time updates directly on you device, subscribe now.