ନୂଆଦିଲ୍ଲୀ: ସେନା ୱେବସାଇଟକୁ ହ୍ୟାକ୍ ଉଦ୍ୟମ ବିଫଳ । ପାକିସ୍ତାନ ହ୍ୟାକରଙ୍କ ଦ୍ୱାରା ଏହି ହ୍ୟାକ୍ କରାଯାଇଥିବା ଜଣାପଡ଼ିଛି ।
ପାକିସ୍ତାନୀ ହ୍ୟାକର ଲାଗଥର ୪ ଥର ୱେବସାଇଟ୍ ହ୍ୟାକ କରିବା ନେଇ ଉଦ୍ୟମ କରିଥିବା କୁହାଯାଉଛି ।
ଏହି ହ୍ୟାକର ଗ୍ରୁପର ନାଁ ଆଇଓକେ ହ୍ୟାକର । ଯାହାର ଫୁଲଫର୍ମ ଇଣ୍ଟରନେଟ୍ ଅଫ୍ ଖଲାଫାହ । ଏହି ହ୍ୟାକରମାନଙ୍କ କାମ ୱେବସାଇଟ୍ ହ୍ୟାକ ସାଙ୍ଗକୁ ସର୍ଭିସ ପ୍ରଭାବିତ କରିଥବା, ବ୍ୟକ୍ତିଗତ ତଥ୍ୟ ବାହାର କରିବା ଇତ୍ୟାଦି ।