Big Breaking: ଫାଇନାଲରେ ଏଣ୍ଟ୍ରି ମାରିଲା ଟିମ୍ ଇଣ୍ଡିଆ: ୨୦୨୩ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଲା ଭାରତ

ଦୁବାଇ: ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ । ୪ ୱିକେଟରେ ହରାଇଲା ଭାରତ । ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଏଣ୍ଟ୍ରିି କଲା ରୋହିତ ବାହିନୀ ।

୨୦୨୩ ବିଶ୍ୱକପ୍ ପରାଜୟର ପ୍ରତିଶୋଧ ନେଲା ଭାରତୀୟ ଦଳ । ରୋହିତ ବାହିନୀର କଙ୍ଗାରୁ ଶିକାର ।

କୋହଲି ୮୪ ରନର ଦମଦାର ଇନିଂସ । ୨୬୫ ରନର ଟାର୍ଗଟକୁ ୧୧ ବଲ୍ ବାକି ଥାଇ ପୂରା କଲା ଭାରତ ।

ଚାମ୍ପିୟନ୍ସ ଟ୍ରଫିରେ ଲଗାତର ତୃତୀୟଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ ।