fbpx

ମାଉଣ୍ଟ ଲୁଇସ ଉପରେ ଉଡିଲା ତ୍ରିରଙ୍ଗା: ହରିୟାଣାର ଯୁବକ ଲେଖିଲେ ଏହି ଅପୂର୍ବ ସଫଳତାର କାହାଣୀ

ନୂଆଦିଲ୍ଲୀ: ମଣିଷ ପାଇଁ କିଛି ଅସମ୍ଭବ ନୁହେଁ । ଏହାର ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି ହରିୟାଣା ହିସାରର ଜଣେ ଯୁବକ । ବିଶ୍ୱର ଚତୁର୍ଥ ସବୁଠୁ ଉଚ୍ଚ ପର୍ବତ ମାଉଣ୍ଟ ଲୁଇସ ଚଢିବାରେ ପ୍ରଥମ ଚେଷ୍ଟାରେ ସଫଳତା ହାସଲ କରିଛନ୍ତି । ପର୍ବତର ଶିଖରରେ ପହଞ୍ଚି ଭାରତୀୟ ତ୍ରିରଙ୍ଗା ଉଡାଇବା ସହ ସାରା ଭାରତ ଏବଂ ରାଜ୍ୟର ନାମ ବିକଶିତ କରିଛନ୍ତି ।

 नरेंद्र कुमार ने अपने अभियान की शुरुआत 12 अप्रैल 2022 को नेपाल के काठमांडू एवरेस्ट बेस में पहुंचे. यहां कुछ दिन मौसम का इंतजार किया. 12 मई एवरेस्ट बेस कैंप से निकले और 15 मई तक ऊपर चढ़ते रहे. नरेंद्र मिगनी खेडा ने बताया कि जाते समय मौसम बहुत खराब था और ऊपर टेंपरेचर माइनस 40 डिग्री था और वे ऑक्सीजन सिलेंडर की सहायता से जा रहे थे.

ହରିୟାଣା ହିସାର ଜିଲ୍ଲାର ମିଙ୍ଗନୀଖେଡାର ଯୁବକ ନରେନ୍ଦ୍ର କୁମାର ନିଜ ଗାଁ ସହ ସାରା ଭାରତ ପାଇଁ ଗର୍ବ ଆଣିଛନ୍ତି । ନିଜ ପ୍ରଥମ ଚେଷ୍ଟାରେ ବିଶ୍ୱର ଚତୁର୍ଥ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଲୁଇସର ଶିଖରକୁ ଚଢି ସେ ଇତିହାସରେ ନିଜ ନାଁ ଲିପିବଦ୍ଧ କରିଛନ୍ତି । ମାଉଣ୍ଟ ଲୁଇସରେ ଚଢି ତ୍ରିରଙ୍ଗା ପତାକା ଉଡାଇଛନ୍ତି ନରେନ୍ଦ୍ର । ଏହି ଶୃଙ୍ଗକୁ ଚଢିବା ଖୁବ କଷ୍ଟକର ହୋଇଥାଏ । ମାଇନସ ୪୦ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ବିଭିନ୍ନ ଯାନ୍ତ୍ରିକ ଅସୁବିଧାର ସାମନା କରିବାକୁ ପଡିଥାଏ । ତେବେ ଏସବୁକୁ ଅତିକ୍ରମ କରି ଶିକରରେ ପହଞ୍ଚିବାରେ ସେ ହରିୟାଣାର ପ୍ରଥମ ବ୍ୟକ୍ତି ହୋଇଛନ୍ତି । ଏହି ଯାତ୍ରା ପାଇଁ ୧୨ ଏପ୍ରିଲରେ ନେପାଳ କାଠମାଣ୍ଡୁ ଏଭରେଷ୍ଟ ବେସରେ ପହଞ୍ଚିଥିଲେ ନରେନ୍ଦ୍ର । ତେବେ ମୌସୂମୀର ଅପେକ୍ଷା କରି ମେ ୧୨ ତାରିଖରେ ଏଭରେଷ୍ଟ ବେସ କ୍ୟାମ୍ପରୁ ବାହାରି ୧୫ ମେ’ ପର୍ଯ୍ୟନ୍ତ ଯାତ୍ରା ଜାରି ରଖିଥିଲେ । ତେବେ ମୌସୂମୀ ଖରାପ ରହିବା ସହିତ କମ ତାପମାତ୍ରା ଯୋଗୁଁ ଅକ୍ସିଜେନ ସିଲିଣ୍ଡର ସହାୟତାରେ ସେ ଉପରକୁ ଯାଇଥିବା କହିଛନ୍ତି ନରେନ୍ଦ୍ର ।

 इस अभियान में मुझे रास्ते में मौसम काफी खराब होने की वजह से काफी संघर्ष करना पड़ा. पंरतु हिम्मत करते हुए उसने 16 मई को सुबह 5 बजे पहुंच कर देश का तिरंगा झंडा लहरा कर एक नया रिकॉर्ड बनाया और हरियाणा का नाम रोशन किया.

ଅନେକ ବାଧାବିଘ୍ନ ପରେ ସାହସ ଦେଖାଇ ମେ ୧୬ ତାରିଖ ସକାଳ ୫ଟା ସୁଦ୍ଧା ଶିଖରରେ ପହଞ୍ଚି ତ୍ରିରଙ୍ଗା ପତାକା ଉଡାଇ ରେକର୍ଡ କରିଥିଲୁ । ବିଶ୍ୱର ଚତୁର୍ଥ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଲୁଇସ ଚଢିବା ଖୁବ କଷ୍ଟକର ହୋଇଥାଏ । ତେବେ ସମସ୍ତ ଅସୁବିଧାକୁ ଅତିକ୍ରମ କରି ଏଠାରେ ପହଞ୍ଚିବା ପରେ ନିଜକୁ ଏବଂ ରାଜ୍ୟକୁ ଗର୍ବିତ କରାଇଛନ୍ତି ହରିୟାଣାର ନରେନ୍ଦ୍ର କୁମାର ।

 नरेंद्र ने बताया कि माउंट ल्होत्से जोकि विश्व की 4 ऊंची चोटियों में से एक है. यहां जाना माउंट एवरेस्ट से भी टफ है. इस पर चढ़ते समय काफी कठिनाइयों का सामना करना पड़ता है.

Get real time updates directly on you device, subscribe now.