fbpx

VRS ନେଲେ ଆଇପିଏସ ସଞ୍ଜୟ ସିଂହ: ଗୃହ ବିଭାଗ ପକ୍ଷରୁ ମଞ୍ଜୁରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୯୯୬ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ ସଞ୍ଜୟ ସିଂହ ସ୍ୱେଚ୍ଛାକୃତ ଅବସର (ଭିଆରଏସ) ନେଇଛନ୍ତି । ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ମଞ୍ଜୁରୀ ମିଳିଛି । ଭିଆରଏସ ନେବା ପାଇଁ ଆଇପିଏସ୍ ସଞ୍ଜୟ ପୂର୍ବରୁ ଆବେଦନ କରିଥିବା ବେଳେ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ସେନେଇ ଅନୁମତି ମିଳିଛି । ବର୍ତ୍ତମାନ ସଞ୍ଜୟ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଡେପୁଟି ଡାଇରେକ୍ଟର ଜେନେରାଲ ଡିଡିଜି ପଦରେ ଅବସ୍ଥାପିତ ରହିଛନ୍ତି ।

Get real time updates directly on you device, subscribe now.