fbpx

ପ୍ରକାଶ ପାଇଲା ବିଜ୍ଞପ୍ତି: ରାଜ୍ୟ ସରକାରଙ୍କ ୯ଟି ଜିଲ୍ଲା ପାଇଁ ଆସିଲା ନିଯୁକ୍ତି ସୁଯୋଗ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ପୁଣି ଆସିଛି ଏକ ବଡ଼ ଖୁସି ଖବର । ନିକଟରେ ବରଗଡ଼, ମୟୁରଭଞ୍ଜ, କଟକ ଓ ରାୟଗଡ଼ା ଜିଲ୍ଲ ପାଇଁ ନିଯୁକ୍ତି ସୁଯୋଗ ଆସିଥିଲା । ପରବର୍ତ୍ତୀ ସମୟରେ ପୁରୀ, କନ୍ଧମାଳ, ବଲାଙ୍ଗିର ଓ ସମ୍ବଲପୁର ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହା ମଧ୍ୟରେ ପୁଣି ୪ଟି ଜିଲ୍ଲା ପାଇଁ ନିଯୁକ୍ତି ସୁଯୋଗ ଆସିଛି । ପ୍ରାର୍ଥୀଙ୍କୁ ବିଭିନ୍ନ ଜିଲ୍ଲା ଜଜ୍ କାର୍ଯ୍ୟାଳୟରେ ଜୁନିୟର କ୍ଲର୍କ-କମ-କପିଇଷ୍ଟ, ଜୁନିୟର ଟାଇପିଷ୍ଟ, ଷ୍ଟେନେଗ୍ରାଫର ଗ୍ରେଡ-୩, ସାଲାରାଏଡ୍ ଅମିନ ପଦରେ ନିଯୁକ୍ତି ଦିଆଯିବ । ରାଜ୍ୟର ୯ଟି ଜିଲ୍ଲାର ପ୍ରାର୍ଥୀମାନେ ସେମାନଙ୍କ ମନ ପସନ୍ଦର ପଦ ପାଇଁ ଆବେଦନ କରିପାରିବେ ।

ଏହା ମଧ୍ୟରେ ଜିଲ୍ଲା ଜଜ୍ କୋରାପୁଟ-ଜୟପୁର କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରାର୍ଥୀଙ୍କୁ ଜୁନିୟର କ୍ଲର୍କ-କମ-କପିଇଷ୍ଟ, ଷ୍ଟେନୋଗ୍ରାଫର ଗ୍ରେଡ-୩ ଆଦି ପଦରେ ନିଯୁକ୍ତି ଦିଆଯିବ । ଏଥିପାଇଁ ଆବେଦନର ଅନ୍ତିମ ତାରିଖ ଜୁନ୍ ୨୦ ରହିଛି । ପ୍ରାର୍ଥୀମାନେ ସନ୍ଧ୍ୟା ୫ଟା ସୁଦ୍ଧା ସେମାନଙ୍କର ଆପ୍ଲିକେସନ ଫର୍ମକୁ ରେଜି୍େଟର୍ଡ ପୋଷ୍ଟ / ସ୍ପିଡ ପୋଷ୍ଟ / ଡ୍ରପ ବକ୍ସ ଜରିଆରେ ପଠାଇ ପାରିବେ । ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କଗୁଡ଼ିକୁ ଚେକ୍ କରି ଆଶାୟୀମାନେ ବିଭିନ୍ନ ଜିଲ୍ଲାର ନିଯୁକ୍ତି ସମ୍ପର୍କିତ ସବିଶେଷ ତଥ୍ୟ ପାଇ ପାରିବେ ।

ବରଗଡ଼ ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec0273e5080f0f3804cb9cf470a8ce89/uploads/2024/06/2024060431.pdf

ମୟୁରଭଞ୍ଜ ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec02d87c68a56bc8eb803b44f25abb62/uploads/2024/05/2024052447.pdf

କଟକ ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec025d4ae76f053f8f2516ad12961ef7/uploads/2024/05/2024052141.pdf

ରାୟଗଡ଼ା ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec0336ed197b3f31618fdbadb3df86f8/uploads/2024/05/2024052195-1.pdf

ପୁରୀ ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec033cfbdf468f0a03187f6cee51a25e/uploads/2024/05/2024051710-1.pdf

କନ୍ଧମାଳ ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec032be9bd7a3434f7038ca27d1918de/uploads/2024/05/2024052210.pdf

ବଲାଙ୍ଗିର ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec03bdd8817990ef209f0fb6b049f2d2/uploads/2024/05/2024052376.pdf

ସମ୍ବଲପୁର ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec033ce6d3c8830d27ec2e6a1936ecba/uploads/2024/05/2024052289.pdf

କୋରାପୁଟ ଜିଲ୍ଲା ନିଯୁକ୍ତି ବିଜ୍ଞପ୍ତି: https://cdnbbsr.s3waas.gov.in/s3ec02747d3443e319a22747fbb873e8b2/uploads/2024/05/2024051565.pdf

Get real time updates directly on you device, subscribe now.