fbpx
BJD SKY
BJD SKY

କରୋନା କୋପ: କେରଳରେ ଘୋଷଣା ହେଲା ଲକଡାଉନ୍

BJD

ଥିରୁବନନ୍ତପୁରମ୍, ୬/୫ : କେରଳରେ କରୋନା ସଂକ୍ରମଣରେ ରୋକ୍ ଲଗାଇବା ପାଇଁ ଆଜି ଏକ ବଡ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଆଜି କେରଳ ସରକାର ମେ ୮ ତାରିଖରୁ ୧୬ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଲକଡାଉନ୍ ଘୋଷଣା କରିଛନ୍ତି । ଏହାଦ୍ୱାରା ସଂକ୍ରମଣକୁ ନିୟନ୍ତ୍ରଣରେ ଅଣାଯାଇପାରିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ କେରଳରେ ବୁଧବାର ଦିନ ୪୧ ହଜାର ୯୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେଣୁ ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ୍ ସଂକ୍ରମଣ ଉପରେ ରୋକ୍ ଲଗାଇ ବାକୁ ଯାଇ ଏହି ନିଷ୍ପତି ନେଇଛନ୍ତି ।

Get real time updates directly on you device, subscribe now.