fbpx

‘ଖୁସି’ର ଅନଲାଇନ୍ ବ୍ୟବସ୍ଥା ଶୁଭାରମ୍ଭ

Advertisement

ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ସରକାରଙ୍କ ‘ଖୁସି’ କାର୍ଯ୍ୟକ୍ରମର ଅନଲାଇନ୍ ବ୍ୟବସ୍ଥା ଆଜି ଶୁଭାରମ୍ଭ ହୋଇଛି । ଖୁସି କାର୍ଯ୍ୟକ୍ରମ ପାଇଁ ଏକ ସପ୍ଟୱେୟାର ଉଦଘାଟିତ ହୋଇଛି । ଏହା ଦ୍ୱାରା ସାନିଟାଇଜର ନାପକିନ୍ ବଣ୍ଟନରେ ନିୟମିତତା ରହିବ । ଏହା ଦ୍ୱାରା ଠିକ୍ ସମୟରେ ପିଲାଙ୍କୁ ସାନିଟାଇଜର ନାପକିନ୍ ମିଳିବ । ୬ରୁ ୧୨ ଶ୍ରେଣୀର ଝିଅମାନଙ୍କୁ ମାଗଣା ସାନିଟାଇଜର ନାପକିନ୍ ମିଳିବ । ଏନେଇ ଅତିରିକ୍ତ ମୁଖ୍ୟ ଶାସନ ପି.କେ. ମହାପାତ୍ର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.