fbpx

ସବୁ ରାଜ୍ୟକୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର ଗୃହ ସଚିବଙ୍କ ଚିଠି । ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା । ଜୁଲାଇ ୩୧ ଯାଏଁ କୋଭିଡ୍ ନିୟନ୍ତ୍ରଣ ପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ । ସଂକ୍ରମଣ ହାର ଓ ଅକ୍ୟୁପେନ୍ସି ଉପରେ ନଜର ରଖିବାକୁ ପରାମର୍ଶ । ସଂକ୍ରମଣ ହାର ଏବଂ ବେଡ୍ ଅକ୍ୟୁପେନ୍ସି ବଢିଲେ ତୁରନ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ । ସତର୍କତାର ସହ କଟକଣା କୋହଳ କରିବାକୁ ଗୃହ ସଚିବଙ୍କ ନିର୍ଦ୍ଦେଶ ।

 

Get real time updates directly on you device, subscribe now.