fbpx

ନନ୍ଦନକାନନରେ ବିଜଲୀ ସିଂହୀ ଅସୁସ୍ଥ, ବଢ଼ିଲା କର୍ତ୍ତୃପକ୍ଷଙ୍କ ଚିନ୍ତା

Advertisement

ବାରଙ୍ଗ (ଭାସ୍କର ନ୍ୟୁଜ୍) ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସଫାରୀରେ ରହୁଥିବା ବିଜଲୀ ସିଂହୀ ଅସୁସ୍ଥ ହୋଇପଡିଥିବା ଜଣାପଡିଛି । ବିଜଲୀ ସିଂହୀ ଅସୁସ୍ଥା କାରଣ ପାଇଁ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢାଇ ଦେଇଛି । ପ୍ରାଣୀ ଉଦ୍ୟାନର ଚିକିତ୍ସଙ୍କ ଦ୍ୱାରା ତାର ଚିକିତ୍ସା ଜାରି ରଖା ଯାଇଛି । ହେଲେ ବିଜଲୀର ସ୍ୱାସ୍ଥ୍ୟ ଅବସ୍ଥା ନସୁଧୁରେ ପ୍ରାଣୀ ଉଦ୍ୟାନର ବନ୍ୟପ୍ରାଣୀ ଚିକିତ୍ସାଳୟକୁ ଅଣାଯାଇ ଚିକିତ୍ସା କରାଯିବ ।ଯଦିଓ ତାର ସ୍ୱାସ୍ଥ୍ୟର ଉନ୍ନତି ଘଟେ ଇଣ୍ଡିଆନ ଭେଟନାରୀ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବିଶେଷଜ୍ଞଙ୍କର ପରାମର୍ଶ ଲୋଡାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.