fbpx

ମାତ୍ର ଗୋଟିଏ ସେକେଣ୍ଡରେ ମୃତ୍ୟୁକୁ ହରାଇ ଦେଲେ: ଦେଖନ୍ତୁ ଲୋମ ଟାଙ୍କୁରା ଭିଡିଓ

Advertisement

ନୂଆଦିଲ୍ଲୀ: କଥାରେ ଅଛି ରଖେ ହରି ତ ମାରେ କିଏ । ଏହି ଭିଡିଓ ଦେଖିଲେ ଆପଣ ବି ଏହାକୁ ବିଶ୍ୱାସ କରିବେ । ତେବେ ଭାଗ୍ୟରେ ଥିଲେ ମଣିଷ ସହଜରେ ମୃତ୍ୟୁକୁ ମଧ୍ୟ ହରାଇ ଦେଇପାରେ । ଇନଷ୍ଟାଗ୍ରାମରେ ଏହି ଭିଡିଓଟି ବେଶ ଭାଇରାଲ ହୋଇଛି । କିପରି ମଜା କରିବା ଭାରି ପଡିଥାଏ ତାହା ଏଥିରେ ଦେଖିବାକୁ ମିଳିଛି । ଭିଡିଓରେ ଦେଖିବାକୁ ମିଳୁଛି ଜଣେ ଯୁବକ ଏକ କାନ୍ଥକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ତେବେ କାନ୍ଥ ଭାଙ୍ଗିବା ପରିବର୍ତ୍ତେ ଏହା ଯୁବକଙ୍କ ପାଇଁ ବୁମେରାଂ ସାବ୍ୟସ୍ତ ହୁଏ ।

କାନ୍ଥକୁ ଗୋଇଠା ମାରି ଫେରିବା ବେଳକୁ ଯୁବକଙ୍କ ଗୋଡ ଖସିଯାଏ । ଯୁବକ ଜଣଙ୍କ ତଳେ ପଡି ଯାଆନ୍ତ । ଆଉ ଠିକ୍ ସେହି ସମୟରେ କାନ୍ଥଟି ତଳକୁ ଖସିବା ଆରମ୍ଭ କରେ । ତେବେ ବିଜୁଳିର ସ୍ପିଡରେ ଯୁବକ ଜଣଙ୍କ ଉପରକୁ ଉଠି ବସି ଯାଇଥିଲେ । ତେବେ ଯଦି କାନ୍ଥଟି ଯୁବକଙ୍କ ଉପରେ ପଡିଥାନ୍ତା ତାହେଲେ କଣ ଅବସ୍ଥା ହୋଇଥାନ୍ତା ତାହା ସହଜରେ ଅନୁମେୟ । ଦେଖନ୍ତୁ ଭିଡିଓ…

 

View this post on Instagram

 

A post shared by Pinkberry Dresses (@pinkberrydresses)

Get real time updates directly on you device, subscribe now.