ମାନିବାକୁ ପଡିବ ଚୋରଙ୍କ ସାହସ : JCB ଲଗେଇ ତାଡ଼ିନେଲେ ଏଟିଏମ୍

ଝାରସୁଗୁଡ଼ା: ଜେସିବି ଏଗାଇ ଏଟିଏମ ତାଡିନେଲେ ଦୁର୍ବୃତ୍ତ । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆର ଏଟିଏମ ତାଡିନେଲେ ।

ସହର ଥାନା ବିଟିଏମ ଛକରେ ଥିବା ଏଟିଏମ୍ ତାଡ଼ିନେଲେ । ଜେସିବି ମାଲିକଙ୍କୁ ଅଟକ ରଖି ପୋଲିସର ପଚରାଉଚରା ।

ଓଡିଶାରେ ଏଟିଏମ୍ ମେସିନ୍ ଭାଙ୍ଗି ଟଙ୍କା ଲୁଟ୍ ଘଟଣା ବଢ଼ିବାରେ ଲାଗିଛି । ଅନେକ ସମୟରେ ଦୁର୍ବୃତ୍ତ ଏଟିଏମ୍ ଭାଙ୍ଗି ଯଙ୍କା ଲୁଟ୍ କରୁଥିବାର ଘଟଣା ସାମ୍ନାକୁ ଆସିବାରେ ଲାଗିଛି ।