fbpx

ମାଓବାଦୀଙ୍କ ବର୍ବରକାଣ୍ଡ: ଯବାନଙ୍କୁ ଅପହରଣ ପରେ ଗଳାକାଟି ହତ୍ୟା

Advertisement

ମାଲକାନଗିରି,୧୨ ।୫(ଓଡିଶା ଭାସ୍କର): କରୋନା କାଳରେ ମାଓବାଦୀଙ୍କ ବର୍ବରକାଣ୍ଡ ଦେଖିବାକୁ ମିଳିଛି । ଯବାନଙ୍କୁ ଅପହରଣ କରିବା ପରେ ଗଳାକାଟି ଅତି ନୃଂଶସ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ ସୁକମାର କାନ୍ଦାପେଣ୍ଟାରେ ଏହି ନୃଂଶସକାଣ୍ଡ ଘଟିଛି । ସହିଦ ଯବାନ ବେଟି ଭୀମାଙ୍କୁ ଘରୁ ଉଠାଇ ନେଇ ମାଓବାଦୀ ହତ୍ୟା କରିଥିବା ଜଣାପଡିଛି । ଗତକାଲି ରାତିରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ମାଓବାଦୀ ଯବାନଙ୍କୁ ଘରୁ ଉଠାଇନେଇଥିଲେ ।

Get real time updates directly on you device, subscribe now.