fbpx

(ଭିଡିଓ) ଜଣେ ସ୍ୱାମୀ ଦୁଇ ସ୍ତ୍ରୀ, ମିନତୀ ନା ମମତା କିଏ ପାଇବ କାଳନ୍ଦିଙ୍କୁ ?

ସ୍ୱାମୀ କାହାର? ଜଣେ ସ୍ୱାମୀଙ୍କୁ ନେଇ ଦୁଇ ସ୍ତ୍ରୀଙ୍କ ଭିତରେ ଏବେ ଏଭଳି ପାରିବାରିକ ବିବାଦ ଆରମ୍ଭ ହୋଇଛି । ନିମାପଡ଼ାର ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ସ୍ଥାନୀୟ ଅଞ୍ଚଳରେ । ସ୍ୱାମୀ ମୀନତିଙ୍କର ନା ମମତାଙ୍କର? ଏହାକୁ ନେଇ ପୋଲିସ୍ ବି ପଡ଼ିଛି ହରଡ଼ଘଣାରେ । ତୁଟୁନାହିଁ ପତି ପତ୍ନୀଙ୍କ ବିବାଦ, ଆଉ କଥା ଏବେ ଥାନା ଠାରୁ ଆରମ୍ଭ କରି ଏବେ ପହଞ୍ଚିଛି ଏବେ କୋର୍ଟରେ ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.