(Video) ଗୋଇଠା ଖାଇ ଖାଇ ଯୁବକ କଲେ Dance, ମଝିରେ ପଶି ନାଚିଲେ ବୋଲି…
ସୋସିଆଲ ମିଡିଆରେ ଭାଇରାଲ । ଗୋଇଠା ଖାଇ ନାଚିବା ନିଶା ଉଭେଇଗଲା ।
ଓଡ଼ିଶା ଭାସ୍କର: ଆଜିକାଲି ବିଭିନ୍ନ ପ୍ରକାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କେତେକ ମଜାଳିଆ ଭିଡିଓ ମଧ୍ୟ ଭିଡିଓରେ ୟୁଜରମାନେ ଶେୟାର କରିବାରେ ଲାଗିଛନ୍ତି ।
ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳମାତ୍ରାରେ ଶେୟାର କରାଯାଉଛି । ଯାହାକୁ ଦେଖିବା ପରେ ଆପଣ ମଧ୍ୟ ନିଜ ହସକୁ ଆୟତ୍ତ କରିପାରିବେ ନାହିଁ ।
ଭାଇରାଲ ଭିଡିଓରେ ଜଣେ ଯୁବକ ବାହାଘର ଉତ୍ସବରେ ନାଚୁଥିବାର ଦେଖିବାକୁ ମିଳିଛି । ନାଚୁଥିବା ଭାଉଜମାନଙ୍କ ଗହଣରେ ପଶି ନାଚିବା ଯୁବକଙ୍କୁ ଭାରି ପଡ଼ିଛି ।
ଗହଳିରେ ପଶି ନାଚିବା ପରେ ସେଠାରେ ଉପସ୍ଥିତ ତାଙ୍କ ସମ୍ପର୍କୀୟ ମହିଳା ଯୁବକଙ୍କୁ ପଛପଟୁ ଗୋଇଠା ମାରିଥିଲେ । ଯୁବକ ଗୋଇଠା ଖାଇ ପଡ଼ିବା ପରେ ପୁଣି ଉଠି ନାଚିବାକୁ ଲାଗିଲେ । ଯାହାଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ।
ଭିଡିଓଟି ସୋସିଆଲ ମିଡିଆରେ ବହୁଳ ଭାବେ ଶେୟାର କରାଯିବା ସହ ଭିଡିଓରୁ କୌତୁହଳ ଜାତ ହେଉଛି । ବେଶ୍ ମଜାଳିଆ ଢ଼ଙ୍ଗାରେ ମହିଳାମାନେ ଯୁବକଙ୍କୁ ଗୋଇଠା ମାରୁଥିବାବେଳେ ଯୁବକ ଉଠି ଉଠି ନାଚୁଥିବା ଦେଖିବାକୁ ମିଳିଛି ।
युद्ध अपनी जगह है पर दीदी लोगो को देखिए कैसे डांस पर चांस ले रही है 😜
धे लात#ceasefire pic.twitter.com/C9DRqNEMvb— Shwetha Shrivastava (@Ssriwastav30) May 11, 2025