fbpx

ପୁଣି ଓଡ଼ିଶାକୁ ପଙ୍ଗପାଳ ଭୟ !

ଭୁବନେଶ୍ୱର, ୧୯ା୬(ଓଡ଼ିଶା ଭାସ୍କର): ପୁଣି ଓଡ଼ିଶାକୁ ପଙ୍ଗପାଳ ଭୟ ଘାରିଛି । ମଧ୍ୟପ୍ରଦେଶରୁ ପୁଣି ଛତିଶଗଡ଼ କୋରେୟା ଜିଲ୍ଲାକୁ ଫେରିଛନ୍ତି ପଙ୍ଗପାଳ । ଭରତପୁର ବ୍ଲକ କ୍ୟାଣ୍ଟି ପଞ୍ଚାୟତର ଡୋଙ୍ଗରଟୋଲିରେ ପଙ୍ଗପାଳ ଅଛନ୍ତି । ସୁନ୍ଦରଗଡ଼ରୁ ୩୨୦ କିଲୋମିଟର ଦୂରରେ କୋରେୟାରେ ପଙ୍ଗପାଳ ରହିଛନ୍ତି । କୀଟନାଶକ ସିଞ୍ଚନ ସହ ପଙ୍ଗପାଳ ଘଉଡାଇବାକୁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଛତିଶଗଡ଼ କୋରେୟା ଜିଲ୍ଲା କୃଷି ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.