fbpx

ଏହି ରାଶିର ପୁରୁଷଙ୍କୁ ମିଳିଥାଏ ରାଗି ପତ୍ନୀ, ଜାଣନ୍ତୁ କେଉଁ ରାଶି

ପିଲାଟିଏ ଜନ୍ମ ହେବାର ସମୟକୁ ନେଇ ତାର ରାଶି ନକ୍ଷତ୍ର ଜଣାପଡ଼ିଥାଏ । ଏବଂ ରାଶି ଅନୁସାରେ ସ୍ୱଭାବ, କାର୍ଯ୍ୟକଳାପ ସବୁ ଜଣାପଡ଼ିଥାଏ । ଖାଲି ଏତିକି ନୁହେଁ ନିଜର ଜୀବନସାଥୀ ବିଷୟରେ ମଧ୍ୟ ଜଣାପଡ଼ିଥାଏ । ରାଶି ଅନୁସାରେ ଜଣାପଡ଼ୁଥିବା ସମସ୍ତ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ଠିକ ନହେଲେ ମଧ୍ୟ କିଛିଟା ସଠିକ ହୋଇଥାଏ । ସେହିପରି ଜୀବନରେ ସବୁଠାରୁ କଷ୍ଟକର ନିଜ ପାଇଁ ସଠିକ ଲାଇଫ ପାର୍ଟନର ବାଛିବା । କାରଣ ବାହାଘର ପରେ ତାଙ୍କ ପତ୍ନୀ ତାଙ୍କୁ କିପରି ବ୍ୟବହାର କରିବେ ଓ ସେ କିପରି ହୋଇଥିବେ , ଏହା ଏକ ପୁରୁଷ ମନରେ ସବୁବେଳେ ପ୍ରଶ୍ନ ଉଙ୍କି ମାରିଥାଏ । ତେବେ ଆସନ୍ତୁ ଜାଣିବା କେଉଁ ରାଶିର ପୁରୁଷଙ୍କୁ ରାଗି ପତ୍ନୀ ମିଳିଥାନ୍ତି ।

ବୃଷ ରାଶୀର ବ୍ୟକ୍ତିଙ୍କୁ ରାଗୀ ପତ୍ନୀ ମିଳିଥାନ୍ତି । ଏମାନଙ୍କୁ ଥରେ ରାଗ ଆସିଗଲେ ଯାହା ବି କହିଲେ ଏମାନେ ଶୁଣନ୍ତି ନାହିଁ । ଛୋଟ ଛୋଟ କଥାରେ ଏମାନେ ରାଗିଥାନ୍ତି । ସେହିପରି ସିଂହ ଓ ମିଥୁନ ରାଶିର ବ୍ୟକ୍ତଙ୍କୁ ମଧ୍ୟ ରାଗୀ ପତ୍ନି ମିଳିଥାନ୍ତି । ଏମାନେ କଣ କେତେ ବେଳେ କହିଥାନ୍ତି ନିଜେ ବି ବୁଝି ପାରନ୍ତି ନାହିଁ । କିନ୍ତୁ ପରେ ଜାଣିବା ପରେ ଏମାନେ ଶାନ୍ତ ହୋଇଥାନ୍ତି । ଏମାନେ ହୃହୟରୁ ବହୁତ ଭଲ ହୋଇଥାନ୍ତି ।

Get real time updates directly on you device, subscribe now.