fbpx
BSKY SKY
BSKY SKY

ବହୁତ ଆକର୍ଷକ ହୋଇଥାନ୍ତି ଏହି ନାମର ପୁଅ, ସହଜରେ ଝିଅମାନେ ହୋଇଥାନ୍ତି ଆକର୍ଷିିତ

BSKY

ଜ୍ୟୋତିଷ ଶାସ୍ତ୍ର ଭଳି ନାମ ଜ୍ୟୋତିଷରେ ପ୍ରଥମ ଅକ୍ଷର ଦ୍ୱାରା ବ୍ୟକ୍ତିଙ୍କ ବିଷୟରେ ଜାଣିପାରିବେ । ଯଦି କୌଣସି ପୁଅଙ୍କ ନାମ କିଛି ଖାସ୍ ଅକ୍ଷରରୁ ଆରମ୍ଭ ହେଉଛି ତେବେ ସେ ଖାସ୍ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥାନ୍ତି ଏବଂ ଝିଅମାନେ ସହଜରେ ତାଙ୍କ ଆଡ଼କୁ ଆକର୍ଷିତ ହୋଇଥାନ୍ତି । କହିପାରିବା ଏହି ପୁଅଙ୍କ ମଧ୍ୟରେ ସେ ସବୁ ଥାଏ ଯାହା ଝିଅମାନେ ନିଜ ପାର୍ଟନରଙ୍କ ଠାରୁ ଚାହିଥାନ୍ତି ।

  • ନାମ ଜ୍ୟୋତିଷ (Name Astrology) ଅନୂଯାୟୀ ଯେଉଁ ପୁଅମାନଙ୍କ ନାମ A ରୁ ଆରମ୍ଭ ହେଉଛି ସେ ବାସ୍ତବରେ ବହୁତ ରୋମାଣ୍ଟିକ୍ ହୋଇଥାନ୍ତି । ଏହି ପୁଅମାନେ ନିଜ ପାର୍ଟନରଙ୍କୁ ଖୁବ୍ ଭଲପାଇଥାନ୍ତି ଏବଂ ତାଙ୍କୁ ସମ୍ମାନ ଦେଇଥାନ୍ତି । ଝିଅମାନେ ଏଭଳି ପୁଅଙ୍କ ଖୁବ୍ ପସନ୍ଦ କରନ୍ତି ।
  • ଯେଉଁ ପୁଅଙ୍କ ନାମ D ଅକ୍ଷରରୁ ଆରମ୍ଭ ହୋଇଥାଏ, ସେମାନଙ୍କ ହୃଦୟ ବହୁତ ସରଳ ହୋଇଥାଏ ଏବଂ ଏମାନଙ୍କ ବ୍ୟକ୍ତିତ୍ୱରେ ଏକ ଖାସ୍ ଆକର୍ଷଣ ରହିଥାଏ । ଏମାନେ ନିଜ ପାର୍ଟନରଙ୍କ ସବୁ କଥା ମାନିଥାନ୍ତି ଏବଂ ତାଙ୍କୁ ଖୁବ୍ ଭଲ ପାଇଥାନ୍ତି ।
  • ଯେଉଁମାନଙ୍କ ନାମ N ରୁ ଆରମ୍ଭ ହୋଇଥାଏ ସେମାନେ ଖୁବ୍ ସରଳ ହୋଇଥାନ୍ତି ଏବଂ ସହଜରେ କାହାର ବି ହୃଦୟ ଜିତିଥାନ୍ତି । ନିଜ ପାର୍ଟନରଙ୍କ ସହ ସେ ସବୁସ୍ଥିତିରେ ରହିଥାନ୍ତି, ଆଉ ଏହି ସବୁ ଗୁଣ ପାଇଁ ସେମାନେ ଅନ୍ୟ ଠାରୁ ଭିନ୍ନ ହୋଇଥାନ୍ତି ।
  • ସେହିପରି ଯେଉଁ ପୁଅଙ୍କ ନାମ ପ୍ରଥମ ଅକ୍ଷର P ରୁ ଆରମ୍ଭ ହେଉଛି ସେମାନଙ୍କ ପାଖରେ ଅଦ୍ଭୁତ ସେନ୍ସ ଅଫ୍ ହ୍ୟୁମର ଥାଏ । ଝିଅମାନେ ଏମାନଙ୍କର କଥାରେ ମୋହିତ ହୋଇଥାନ୍ତି । ଏମାନେ ମଧ୍ୟ ନିଜ ପାର୍ଟନରଙ୍କୁ ଖୁସିରେ ରଖିବା ପାଇଁ କୌଣସି ପ୍ରୟାସ ଛାଡ଼ିନଥାନ୍ତି ।

Get real time updates directly on you device, subscribe now.