ଭୁବନେଶ୍ୱର: ଆଗାମୀ ଦିନରେ ଆସିବାକୁ ଯାଉଛି ୩ ବର୍ଷିଆ ବଅକାରୀ ପଲିସି । ଖୁବଶୀଘ୍ର ନୂଆ ମଦ ନୀତି ଆସିବା ନେଇ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ।
ଚଳିତ ମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହ ବେଳକୁ ଲାଗୁ ହେବ । ନୂଆ ମଦ ନୀତିରେ ନୂଆ ଦୋକାନ ଖୋଲିବ ନାହିଁ । ଅନ୍ୟ ରାଜ୍ୟର ମଦ ନୀତି ଅନୁଧ୍ୟାନ ପାଇଁ ୩ଟି ଟିମ୍ ଗସ୍ତ କରିବେ ।
ଆନ୍ଧ୍ର, ରାଜସ୍ଥାନ, କେରଳ, ତାମିଲନାଡ଼ୁ ଗସ୍ତ କରିବ ଟିମ୍ । ଆସନ୍ତା ୭ ଓ ୮ ତାରିଖ ବେଳକୁ ଫେରିବା ପରେ ତର୍ଜମା ହେବ ।
ପଲିସି ଯାହା ବାକି ଅଛି ପରିବର୍ତ୍ତନ ହୋଇ ଲାଗୁ ହେବ ନୂଆ ନିୟମକ । ବେଆଇନ୍ ମଦ, ଦଣ୍ଡବିଧାନ, ପୁରୁଣା ପଲିସିର ଅସୁବିଧା ଦୂର ହେବ । ସବୁ କଥାକୁ ଆଖି ଆଗରେ ରଖି ୩ ବଷଇର୍ଆ ପଲିସି ହେବ କହିଲେ ପୃଥ୍ୱୀରାଜ ହରିଚନ୍ଦନ ।