fbpx

ମୋ ବସରେ ଆରମ୍ଭ ହେବ କ୍ୟୁଆର କୋଡ଼୍ ମାଧ୍ୟମରେ ଟିକେଟ ସେବା

ଭୁବନେଶ୍ୱର, ୧୦ା୬(ଓଡ଼ିଶା ଭାସ୍କର): ମୋ ବସରେ କ୍ୟୁଆର କୋଡ଼୍ ମାଧ୍ୟମରେ ଟିକେଟ ସେବା ଆରମ୍ଭ ହେବ । ବର୍ତ୍ତମାନ ୧୬ ଓ ୨୦ ନମ୍ବର ରୁଟରେ ଏହି ସବୁିଧା ଉପଲବ୍ଧ ରହିଛି । ପରେ ସବୁ ରୁଟ୍ରେ କ୍ୟୁଆର କୋଡ଼ ମାଧ୍ୟମରେ ଟିକେଟ କରିହେବ । ଯାତ୍ରୀମାନେ ଡିଜିଟାଲ ୱାଲେଟ ବ୍ୟବହାର କରି ଟିକେଟ କରିପାରିବେ । ଖୁବଶୀଘ୍ର ଟିଏପି ଓ ପେ କାର୍ଡ଼ ସେବା ଆରମ୍ଭ ହେବାକୁ ଯାଉଛି । କ୍ରୁଟ୍ ପ୍ରବନ୍ଧକ ଦୀପ୍ତି ମହାପାତ୍ର ଏନେଇ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.