fbpx

ଇଞ୍ଜେକ୍ସନ ନେଇ ୨୦ରୁ ଅଧିକ ଅସୁସ୍ଥ

ପୁରୀ: ଇଞ୍ଜେକ୍ସନ ନେଇ ୨୦ରୁ ଅଧିକ ଅସୁସ୍ଥ ହୋଇଥିବା ଅଭିଯୋଗ । ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ଆସିଛି ଏହି ଅଭିଯୋଗ । ୨୦ରୁ ଅଧିକ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସମସ୍ୟା ଦେଖାଦେଇଥିବା ନେଇ ହୋଇଛି ଅଭିଯୋଗ । ଇଞ୍ଜେକ୍ସନ ନେବା ପରେ ବାନ୍ତି ଓ ମୁଣ୍ଡ ବୁଲାଇବା ସମସ୍ୟା ଦେଖାଦେଇଥିବା ଅଭିଯୋଗ । ତେବେ ଅଭିଯୋଗ ପରେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିତି ବୁଝିଛନ୍ତି କରିଛନ୍ତି ଡାକ୍ତର ।

Get real time updates directly on you device, subscribe now.