fbpx

ରାଜଧାନୀରେ ଜିରୋ ନାଇଟକୁ ନା’

ଭୁବନେଶ୍ୱର,୨୮ ।୧୨(ଓଡିଶା ଭାସ୍କର): ରାଜଧାନୀରେ ଜିରୋ ନାଇଟ ସେଲିବ୍ରେସନ ଉପରେ ଲାଗିଲା କଟକଣା । କରୋନା ଭାଇରସର ନୂଆ ଷ୍ଟ୍ରେନକୁ ଦୃଷ୍ଟିରେ ରଖି କଟକଣା ଲଗାଇଛି ଭୁବନେଶ୍ୱର ମହାନଗର ନିଗମ । ହୋଟେଲ, କ୍ଲବ ଓ କଲ୍ୟାଣ ମଣ୍ଡପରେ ଏଥର ପାଳନ ହେବନି ଜିରୋ ନାଇଟ୍ ସେଲିବ୍ରେସନ୍ । ଜନସମାଗମ ଉପରେ ରୋକ୍ ଲଗାଇଛି ବିଏମସି । ଘରେ ରହି ନୂଆବର୍ଷ ପାଳନ କରିବାକୁ ବିଏମସି ପରାମର୍ଶ ଦେଇଛି ।

Get real time updates directly on you device, subscribe now.