fbpx

ଦଶହରା ବଜାରରେ ଘାଣ୍ଟୁଛି ଓଡ଼ିଆ ସିନେମା; କିଏ ମାରିବ ବାଜି…?

ଓଡ଼ିଶା ଭାସ୍କର: ଦଶହରା ବଜାରରେ କିଏ ମାରିବ ବାଜି , ଚାଲିଛି ପାର୍ବଣ ଆଉ ଗୋଟିଏ ପରେ ଫିଲ୍ମ ରିଲିଜ ହୋଇ ସାରିଛି । ଦଶହରା ବଜାରରେ ଘାଣ୍ଟୁଛି ଏବେ ଓଡିଆ ସିନେମା । ସିନେମା ହଲ ରେ ମୁହଁ ମିଳୁନଥିବା ବେଳେ ଫ୍ୟାନ୍ସ ମାନେ ହିରୋ ମାନଙ୍କୁ କାନ୍ଧରେ ବସାଇ ନେଉଛନ୍ତି । ଏପଟେ ଧମାଲ୍ କରୁଛି ମାଲ୍ୟଗିରି ସାଙ୍ଗକୁ କଟକ ଶେଷରୁ ଆରମ୍ଭ ଜବର ଦସ୍ତ ଯୋଡି ସାଙ୍ଗକୁ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ରଙ୍କ ଆକ୍ଟିଙ୍ଗ ଦେଖିବାକୁ ଲାଗିଛି ଭିଡ । ଆଉ ମାଲ୍ୟ ଗିରି ଫିଲ୍ମ ଦେଖିବା ପରେ ଦର୍ଶକଙ୍କ ଭଲ ପାଇବା ବାବୁସାନଙ୍କ ପ୍ରତି ଅଧିକ ବଢି ଯାଇଛି ଖାଲି ସେତିକି ନୁହେଁ ଜବର ଦସ୍ତ ନାୟିକା ଶିବାନୀ ଓ ସୂର୍ଯ୍ୟମୟୀଙ୍କ ଅଭିନୟ ଏବେ ଓଡିଶା ବାସୀଙ୍କ ମନରେ ଯାହା ଏହି ଫିଲ୍ମ ହଲରୁ ଜଣା ପଡୁଛି ।

ଗୋଟିଏ ପରେ ଗୋଟିଏ କମାଲ୍ ସହ ଧମାଲ୍ କରି ଓଡିଆ ଚଳଚ୍ଚିତ୍ର, ଆଜି ରିଲିଜ୍ ହୋଇଛି ୨ ସୁପର ଷ୍ଟାର ଅନୁଭବ ଅରିନ୍ଦମଙ୍କ ରାମ୍ ଫିଲ୍ମ ଏବେ ଦର୍ଶକ ବାଉଳା କାହାର ଫିଲ୍ମକୁ ବଦେଖିବେ । କାରଣ ପୁଜା ବଜାରରେ ଘାଣ୍ଟୁଛି ଓଡିଆ ସିନେମା ଜବରଦସ୍ତ ଅଭିନୟ ସହ ଫେରିଛନ୍ତି ସେହି ୯୦ ଦଶକର ନାୟକ ନାୟିକା । ସିଦ୍ଧାନ୍ତ ମହାପାତ୍ର ସାଙ୍ଗକୁ ଅଭିନେତ୍ରୀ ଅନୁ ଚୌଧୁରୀ ମନେ ପକାଉଛି ସେହି ଦିନ କୁ ଏଥର ପୁଜାରେ ଓଡିଆ ସିନେମା ଜଗତରେ ରିଲିଜ ହୋଇସାରିଛି। ୯୦ ଦଶକର ସମସ୍ତ ଗୀତ ପାଇଁ ପୁଣି ଥରେ ଆସିଛି ନୂଆ ରୂପରେ ନୂଆ ଢଙ୍ଗରେ .. ଯାହାର କ୍ରେଜ ଏବେ ମାର୍କେଟରେ ବଢି ଯାଇଛି । ଆଉ ଆଜି ହଲ୍ ଏଣ୍ଟ୍ର କରିଛନ୍ତି ସୁପରଷ୍ଟାର । ଭିଡ ଏତେ ଆଖି ଲାଖି ଯାଉଚି ଫ୍ୟାନ୍ସଙ୍କ ଏମିତି ଭଲ ପାଇବା କେବେ ଦେଖି ନଥିବେ ଯାହା ଏତେ ଭିଡ ଲାଗିଥିଲା ଯେ ଚାଲିକି ଯିବା ତ ଦୂରର କଥା ଓଲଟା ଫ୍ୟାନ୍ସ ମାନେ କାନ୍ଧରେ ବସାଇ ନେଇ ଥିଲେ । ସବୁ ଫିଲ୍ଲ ଦେଖିବାକୁ ଭିଡ ଜମିଥିବା ବେଳେ ରାମ୍ ଫିଲ୍ମିକ ମଧ୍ୟ ସେତିକି ଭଲ ପାଇବା ମିଳି ପାରିଛି । ତେବେ ଦେଖିବାକୁ ବାକି ରହିଲା ଏହି ଫିଲ୍ମ ଦେଖିବା ପରେ କଣ ପ୍ରତି କ୍ରିୟା ଦେଉଛନ୍ତି ଓ ଏହି ଦଶହରାରେ କିଏ ବାଜି ମାର କରୁଛି ?

Get real time updates directly on you device, subscribe now.