ଭୁବନେଶ୍ୱର: ନାରୀ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସର ହଟ୍ଟଗୋଳ । ଗୃହ ଭିତରେ ବିଶୃଙ୍ଖଳା ପରିସ୍ଥିତି ଦେଖି ୧୨ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି ।
ନାରୀ ସୁରକ୍ଷା ପ୍ରସଙ୍ଗରେ ଗୃହ ଭିତରେ ହୁଇସିଲମ ମାରି କଂଗ୍ରେସ ପ୍ରତିବାଦ କରିଛି । ଲଗାତାର ଭାବେ ଗୃହ କାର୍ଯ୍ୟ ମୁଲତବୀ ରହୁଥିବା ଦେଖିବାକୁ ମିଳିଛି । ବିଶେଷ କରି ବିରୋଧୀ କଂଗ୍ରେସ ପକ୍ଷରୁ ଗୃହ ମଧ୍ୟରେ ହୋହଲ୍ଲା କରାଯାଉଥିବା ଦେଖିବାକୁ ମିଳୁଛି ।