fbpx

ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚଦାବି ପାରିତ

ଭୁବନେଶ୍ୱର,୩୦ ।୩(ଓଡିଶା ଭାସ୍କର):  ଓଡିଶା ବିଧାନସଭାରେ ୨୦,୨୯୩ କୋଟି ୯୪ ଲକ୍ଷ ୪୩ ହଜାର ଟଙ୍କାର ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଖର୍ଚ୍ଚଦାବି ପାରିତ ହୋଇଛି । ଆଲୋଚନା ହୋଇ ନ ଥିବା ୩୩ଟି ବିଭାଗର ଖର୍ଚ୍ଚଦାବି ଗିଲୋଟିନ୍‌ରେ ପାସ୍ ହୋଇଛି ‌ । ମାତ୍ର ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରି ବିଜେପି ବିଧାୟକ ମାନେ କକ୍ଷ ତ୍ୟାଗ କରିଥିଲେ । ଏବଂ  ବାଚସ୍ପତି ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ କରିଛନ୍ତି ।

Get real time updates directly on you device, subscribe now.