fbpx

OMSA କର୍ମକର୍ତ୍ତା ନିର୍ବାଚନ ବିଜ୍ଞପ୍ତି ରଦ୍ଦ କଲେ ହାଇକୋର୍ଟ: ଜାଣନ୍ତୁ କାରଣ

କଟକ(ଓଡ଼ିଶା ଭାସ୍କର): ଓଏମଏସଏ କର୍ମକର୍ତ୍ତା ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ରଦ୍ଦ କରିଛନ୍ତି ହାଇକୋର୍ଟ । ୨୦୨୨ ଫେବ୍ରୁଆରୀ ୧ ତାରିଖରେ ପ୍ରକାଶିତ ବିଜ୍ଞପ୍ତି ରଦ୍ଦ ହୋଇଥିବା ସୂଚନା ମିଳିଛି । ସେଣ୍ଟ୍ରାଲ ଇଲେକ୍ସନ କମିଟି ଜାରି କରିଥିବା ନିର୍ବାଚନ ବିଜ୍ଞପ୍ତି ରଦ୍ଦ ହୋଇଛି ।

ହାଇକୋର୍ଟଙ୍କ କହିବା ମୁତାବକ, ‘ନିର୍ବାଚନ ନେଇ ଓଏମଏସଏ ସାଧାରଣ ପରିଷଦ ନିଷ୍ପତ୍ତି ନେବ । କାର୍ଯ୍ୟକରିଣୀର କାର୍ଯ୍ୟକାଳ ସରିଥିବାରୁ ସାଧାରଣ ପରିଷଦ ନିଷ୍ପତ୍ତି ନେବ ।’

Get real time updates directly on you device, subscribe now.