ଅମାନିଆ ହେଉଛି ବାଲାଜୀ ବସ୍, ବିପଦରେ ଯାତ୍ରୀଙ୍କ ଜୀବନ

ମାଲକାନଗିରି:୧୧୬ ଦାଦନ ଶ୍ରମିକ ଉଦ୍ଧାର । ହାଇଦ୍ରାବାସରୁ ଜୁନାଗଡ଼ ଯାଉଥିବା ବେଳେ ଉଦ୍ଧାର ଦେଲେ ଶ୍ରମିକ ।

ବାଲାଜୀ ନାମକ ବସରେ ଯାଉଥିଲେ ଶ୍ରମିକ । ମାଲକାନଗିରି ୩୨୬ ଏନଏଚ୍ ଏମଭି-୧୬ ଗାଁ ନିକଟରୁ ଶ୍ରମିକ ଉଦ୍ଧାର ହୋଇଥିବା ସୂଚନା ।

କ୍ଷମତାଠାରୁ ଅଧିକ ଯାତ୍ରୀ ବସରେ ଯିବା ନେଇ ପରିବହନ ବିଭାଗ ଅଟକାଇଥିବା ସୂଚନା । କିଛିଦିନ ପୂର୍ବେ କ୍ଷମତାଠାରୁ ଅଧିକ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ ଦୁର୍ଘଟଣା ହୋଇଥିଲା ।

ବସ୍ ମାଲିକଙ୍କଠାରୁ ଫାଇନ୍ ଆଦୟ କରାଯାଇଥିବା ସୂଚନା । ଶ୍ରମିକମାନେ ସ୍ତ୍ରୀ, ପିଲାଛୁଆଙ୍କୁ ନେଇ ଯାଉଥିବା ଦେଖିବାକୁ ମିଳିଛି । ଏହାଛଡ଼ା ଯାତ୍ରୀମାନଙ୍କଠାରୁ ଅଧିକ ଭଡ଼ା ଆଦାୟ କରାଯାଇଥିବା ମଧ୍ୟ ଅଭିଯୋଗ ଆସିଛି ।