ଶୀତଦିନେ ଅଧିକ ଗରମ ପାଣିର ବ୍ୟବହାର କରୁଛନ୍ତି କି, ଆଜିଠାରୁ ହୋଇଯାଆନ୍ତୁ ସାବଧାନ

ଶୀତଦିନେ ଗରମ ପାଣି ପିଇବା ବା ଗାଧୋଇବା ଅଭ୍ୟାସ ଅଧିକାଂଶ ଲୋକଙ୍କର ରହିଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଥଣ୍ଡା ଦିନରେ ଅଧିକ ସମୟ ପର୍ଯ୍ୟନ୍ତ ଗରମ ପାଣିରେ ଗାଧୋଇବା ଅନୁଚିତ । ଏହି ଅଭ୍ୟାସ ଶାରୀରିକ ଓ ମାନସିକ…

କୃଷକଙ୍କ ଟ୍ରାକ୍ଟର ରାଲି: ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି

ନୂଆଦିଲ୍ଲୀ, ୧୮ା୧: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୫୪ ଦିନରେ ପହଞ୍ଚିଥିଲେ ମଧ୍ୟ କିଛି ସମାଧାନ ହୋଇପାରୁନି । ପୂର୍ବରୁ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି…

୨ୟ ଦିନରେ ରାଜ୍ୟର ୩୧,୯୦୧ ଜଣଙ୍କୁ ଟିକା ଦେବାର ଲକ୍ଷ୍ୟ

ଭୁବନେଶ୍ୱର,୧୮ ।୧(ଓଡିଶା ଭାସ୍କର): ରାଜ୍ୟରେ ପୁଣି କୋଭିଡ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ୨ୟ ଦିନରେ ୩୮୦ ସେସନରେ ୩୧,୯୦୧ ଜଣଙ୍କୁ ଟିକାକରଣ କରିବାର ଲକ୍ଷ୍ୟ ରଖାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ…

୫୪ ଦିନରେ ଚାଷୀ ଆନ୍ଦୋଳନ: ଟ୍ରାକ୍ଟର ରାଲି ନେଇ ସୁପ୍ରିମକୋର୍ଟରେ ଶୁଣାଣି ଆଜି

ନୂଆଦିଲ୍ଲୀ, ୧୮ା୧: କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ୫୪ ଦିନରେ ପହଞ୍ଚିଛି । ପୂର୍ବରୁ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟରେ ଏକାଧିକ ବୈଠକ ଅନୁଷ୍ଠିତ ହୋଇଥିଲେ ମଧ୍ୟ କୌଣସି ଫଳାଫଳ ବାହାରି ପାରିନଥିଲା । ଆଜି…

୧୪ ପୁରୁଷଙ୍କ ସହ ପତ୍ନୀ ରଖିଥିଲେ ଅବୈଧ ସମ୍ପର୍କ, ପତି ଜାଣିବା ପରେ ନେଲେ ଅଜବ ପଦକ୍ଷେପ

ପାରିବାରିକ କଳହ, ବିବାହ ବିଚ୍ଛେଦ, ଅବୈଧ ସମ୍ପର୍କ ଆଜିକାଲି ଯେପରି ଏକ ସାଧାରଣ କଥା ହୋଇଗଲାଣି । କେତେବେଳେ ସ୍ୱାମୀ ପର ସ୍ତ୍ରୀ ସହିତ ସମ୍ପର୍କ ରଖୁଛି ତ କେତେବେଳେ ସ୍ତ୍ରୀ ସ୍ୱାମୀ ଉପରେ ଅସନ୍ତୁଷ୍ଟ ରହୁଛି । ଏପରି…

ପିସିସି ସଭାପତିଙ୍କୁ ଆକ୍ରମଣ ଉଦ୍ୟମ: ଜଣେ ଅଟକ

କେନ୍ଦୁଝର, ୧୮ା୧ (ଓଡିଶା ଭାସ୍କର): କେନ୍ଦୁଝରରେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ ହୋଇଛି । କାଶୀପୁରଠାରେ ୫ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ ଉଦ୍ୟମ କରିଥିବା…