ରାଜ୍ୟରେ କମୁଛି ତାପମାତ୍ରା, ୧୫ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ରାଜ୍ୟରେ ଶୀତ ଲହରି ଜାରି ରହିଛି । ଦିନକୁ ଦିନ ଖସୁଛି ପାରଦ, ଫଳରେ ବଢୁଛି ଥଣ୍ଡାର ପ୍ରକୋପ । ୧୧.୨ ଡିଗ୍ରୀ ସହ ରାଜ୍ୟର ସବୁଠୁ ଥଣ୍ଡା ସହର ହୋଇଛି ସୋନପୁର । ରାଜ୍ୟର ୮ଟି ସହରର…

ଶୋକ ପ୍ରସ୍ତାବ ପରେ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୋକ ପ୍ରସ୍ତାବକୁ ସମର୍ଥନ…

୨୪ ଘଣ୍ଟା ମଧ୍ୟରେ ଚାଲିଗଲା ୫୧୧ଜଣଙ୍କ ଜୀବନ

ନୂଆଦିଲ୍ଲୀ,୨୩।୧୧: ଦେଶରେ କରୋନା ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୩୩ ହଜାର ୭୩୮ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୪ ହଜାର ୦୫୯ ନୂଆ…

ରାଜ୍ୟପାଳଙ୍କ ଧର୍ମପତ୍ନୀଙ୍କର ପରଲୋକ, ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

ଭୁବନେଶ୍ୱର,୨୩ ।୧୧(ଓଡିଶା ଭାସ୍କର) : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି । ଗତକାଲି ରାତିରେ ତାଙ୍କର…

ରାଶିଫଳ (ସୋମବାର,୨୩ ନଭେମ୍ବର ୨୦୨୦)

ମେଷ - ଆଜି ଦିନଟି ସନ୍ତୋଷଜନକ ଆଜିର କାର୍ୟ୍ୟାବଳି ମନରେ ଖୁସି ଭରି ଦେବ । ଅତୀତର ଧୈଯ୍ୟ ଏବଂ କଠିନ ପରିଶ୍ରମ ଫଳ ଉପଭୋଗ କରିବେ । କୌଣସି ଦ୍ୱିଧାବୋଧନ ନ କରି ସୁଫଳକୁ ବଂଧୁମାନଙ୍କ ସହିତ ମିଳି ଉପଭୋଗ କରନ୍ତୁ ।…

ଆଜି ଆଉ ୯୦୫ ଆକ୍ରାନ୍ତ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୨।୧୧(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୯୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ…

ଡାଏବେଟିସ୍‌ ରୋଗୀ ବି ଖାଇପାରିବେ ମିଠା! ଜାଣନ୍ତୁ କେମିତି?

ମିଠା ଜାତୀୟ ଖାଦ୍ୟ ପାଟିକୁ ସ୍ୱାଦିଷ୍ଟ ଲାଗିପାରେ କିନ୍ତୁ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ। ଅତ୍ୟଧିକ ମିଠାଜାତୀୟ ଖାଇବା ଫଳରେ ଆପଣଙ୍କ ଶରୀରର ଓଜନକୁ ବୃଦ୍ଧି କରାଏ ଏବଂ ମୋଟାପଣର ଆଶଙ୍କା ସୃଷ୍ଟି…

ଶରୀରକୁ ସୁସ୍ଥ ରଖେ ହାତ ପାହାନ୍ତାରେ ମିଳୁଥିବା ରସୁଣ ଜାଣନ୍ତୁ କେଉଁ କେଉଁ ରୋଗଠୁ ଦୂରେଇ ରଖେ..

ରସୁଣ ଯାହା ବଜାରରେ ଅତି ସହଜରେ ମିଳିଯାଇଥାଏ ଓ ସମସ୍ତଙ୍କ ରୋଷେଇ ଘରେ ଉପଲବ୍ଧ ଥାଏ। ରସୁଣ ତରକାରୀ କରିବା ସମୟରେ ମସଲା ରେ ବ୍ୟବହାର କରାଯାଇଥାଏ। ଏହାର ଗନ୍ଧ ଭଲ ଲାଗୁନଥିଲେ ମଧ୍ୟ ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ।…