Breaking News ଅପରାହ୍ନ ୩ଟା ଯାଏ ଗୃହ ମୁଲତବୀ Odisha Bhaskar Bureau Oct 3, 2020 ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଗୃହରେ ହଙ୍ଗାମା ହୋଇଛି । ହାଥରସ ଗଣଦୁଷ୍କର୍ମ ମାମଲାରେ ଗୃହରେ ହଙ୍ଗାମା କରିଛନ୍ତି କଂଗ୍ରେସ ସଦସ୍ୟ । ହଙ୍ଗାମା ପରେ ଅପରାହ୍ନ ୩ଟା ଯାଏ ଗୃହ…
Breaking News ବିଧାନସଭାରେ ୟୁପି ତାତି: ବିଜେଡି ଦେଲା କଡା ପ୍ରତିକ୍ରିୟା Odisha Bhaskar Bureau Oct 3, 2020 ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ଉତ୍ତରପ୍ରଦେଶ ହାଥରସ ଗଣଦୁଷ୍କର୍ମ ପ୍ରସଙ୍ଗରେ ଆଜି ଗୃହରେ ଉତ୍ତେଜନା ଦେଖାଦେଇଛି । ହାଥରସ ପ୍ରସଙ୍ଗରେ କଡା ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି । ଏହି ପ୍ରସଙ୍ଗରେ…
Breaking News କୃଷି ନୀତିକୁ ନେଇ କ’ଣ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର? Odisha Bhaskar Bureau Oct 3, 2020 ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): କୃଷି ବିଲକୁ ନେଇ ସାରା ଦେଶରେ ଉତ୍ତେଜନା ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କୃଷି ନୀତିକୁ ନେଇ…
Breaking News ରାଜ୍ୟରେ ୧୭ ଜୀବନ ନେଲା କରୋନା, ଜାଣନ୍ତୁ କେଉଁଠୁ କେତେ? Odisha Bhaskar Bureau Oct 3, 2020 ଭୁବନେଶ୍ୱର,୩ ।୧୦ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ସଂଖ୍ୟା ଦିନକୁ ଦିନ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବୃଦ୍ଧି ପାଉଛି । ଆଜି ରାଜ୍ୟରେ ୩୦୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଉ ୧୭…
Breaking News ବଡ ଖବର: ରାଜ୍ୟରୁ ଗୋଟିଏ ଦିନରେ ୩୦୫୩ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ? Odisha Bhaskar Bureau Oct 3, 2020 ଭୁବନେଶ୍ୱର,୩ ।୧୦(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମାଡିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୩୦୫୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୮୦୪ ଜଣ ଓ…
Breaking News ଲୋନ୍ ନେଉଥିବା ଲୋକଙ୍କ ପାଇଁ ଖୁସି ଖବର: ଏଣିକି ଦେବାକୁ ପଡିବନି ସୁଧ ଉପରେ ସୁଧ Odisha Bhaskar Bureau Oct 3, 2020 ନୂଆଦିଲ୍ଲୀ,୩ ।୧୦: କରୋନା ସମୟରେ ଲୋନ୍ ନେଉଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ଋଣ ନେଉଥିବା ଲୋକଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ରିଲିଫ ଘୋଷଣା କରିଛନ୍ତି ।ଭାରତ ସରକାର ସୁପ୍ରିମକୋର୍ଟରେ ଏକ ଆଫିଡେଭିଟ ଦାଖଲ…
Breaking News ବିଶ୍ୱର ସବୁଠାରୁ ଦୀର୍ଘ ‘ଅଟଳ ଟନେଲ’ ହିମାଚଳରେ ଲୋକାର୍ପିତ Odisha Bhaskar Bureau Oct 3, 2020 ନୂଆଦିଲ୍ଲୀ,୩ ।୧୦: ହିମାଚଳ ପ୍ରଦେଶରେ ଆଜି ‘ଅଟଳ ଟନେଲ’ର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକାର୍ପଣ ଉତ୍ସବରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ରହିଛନ୍ତି । ପ୍ରାୟ ୧୦ ହଜାର…
Breaking News ଦେଶରେ କରୋନା ମୃତ୍ୟୁ ଲକ୍ଷେ ଟପିଲା Odisha Bhaskar Bureau Oct 3, 2020 ନୂଆଦିଲ୍ଲୀ,୩ ।୧୦:ସାରା ଦେଶରେ ନିଜର କାୟା ବିସ୍ତାର କରିବାରେ ଲାଗିଛି କରୋନା ମହାମାରୀ । ଏହାରି ମଧ୍ୟରେ ଦେଶରେ କୋରୋନା ମୃତ୍ୟୁ ସଂଖ୍ୟା ୧ ଲକ୍ଷ ଟପିଛି । ବର୍ତ୍ତମାନ ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୪୨ କୁ…
Featured How to be mentally strong Odisha Bhaskar Bureau Oct 2, 2020 Focus on the moment. ... Embrace adversity. ... Exercise your mind. ... Challenge yourself. ... Respond positively. ... Be mindful. ... Don't be defeated by fear.…
Astrology ରାଶିଫଳ (ଶନିବାର, ୩ ଅକ୍ଟୋବର ୨୦୨୦) Odisha Bhaskar Bureau Oct 2, 2020 ମେଷ - ଆପଣଙ୍କ ପରିବାର ଆପଣଙ୍କ ପାଇଁ ସହାୟତାର ସ୍ରୋତ ହେବ । ସେମାନେ ଆପଣଙ୍କର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟନ୍ତି ।ତେଣୁ ଆପଣ ସେମାନଙ୍କ କଥା ଶୁଣିବା ଉଚିତ୍ । ବୃଷ - ଆଜି ଆପଣ ସବୁ ଚିନ୍ତା…