ଆସନ୍ତାକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ନେଇ ସିଲ ହେବ ପୁରୀର ସବୁ ପ୍ରବେଶ ପଥ
ପୁରୀ, ୩୦ା୬(ଓଡ଼ିଶା ଭାସ୍କର): ଆସନ୍ତାକାଲି ପୁରୀରେ ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ନେଇ ଏଡ଼ିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ସେ ସମ୍ମିଳନୀରେ କହିଛନ୍ତି ଯେ ବାହୁଡ଼ାରେ ୪୦୦ ଅଫିସର ଓ…