ଚୋରା ମଦ କାରବାର ଅଭିଯୋଗରେ କମେଡି କିଙ୍ଗ ପପୁ ପମ ପମଙ୍କ ସହଯୋଗୀ ଗିଟୁ ଗିରଫ
ଭୁବନେଶ୍ୱର :୨୧ ।୪(ଓଡିଶା ଭାସ୍କର): ଚୋରା ମଦ କାରବାର ଅଭିଯୋଗରେ କମେଡି କିଙ୍ଗ ପପୁ ପମ ପମଙ୍କ ସହଯୋଗୀ ଗିଟୁ ଗିରଫ । ଗିଟୁକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ । ଏକ ହୋଣ୍ଡାଇ କ୍ରେଟା କାରରେ ଗିଟୁ ଜଟଣୀ ଅଂଚଳରୁ…