ଫିଲ୍ମ ନିର୍ମାତା କରୀମ ମୋରାନିଙ୍କ ଝିଅ କରୋନା ପଜିଟିଭ୍, ପୁରା ପରିବାରର ହେବ ଟେଷ୍ଟ

ନୂଆଦିଲ୍ଲୀ,୬ ।୪: କରୋନା ଭାଇରସ କାରଣରୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ କନିକା କପୂରଙ୍କ ପରେ ‘ଚେନ୍ନାଇ ଏକ୍ସପ୍ରେସ’ର ନିର୍ମାତା କରୀମ ମୋରାନିଙ୍କ ଝିଅ…

ଦେଶରେ କରୋନା ନେଲାଣି ୧୦୯ ଜୀବନ, ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ଟପିଲା

ନୂଆଦିଲ୍ଲୀ, ୬ା୪: ସମଗ୍ର ବିଶ୍ୱରେ ଆତଙ୍କର ବାତାବରଣ ଖେଳାଇଥିବା କରୋନା ଭାଇରସ୍ ଭାରତରେ ମଧ୍ୟ ଏହାର କାୟା ମେଲାଇବା ଆରମ୍ଭ କରିଦେଇଛି । ଦେଶରେ କରୋନା ଜନିତ ରୋଗ (କୋଭିଡ୍-୧୯) ଫଳରେ ମୃତକଙ୍କ ସଂଖ୍ୟା ଧିରେ ଧିରେ…

ନ୍ୟୁୟର୍କ ବ୍ରୋନିକ୍ସ ଜୁ ରେ ବାଘକୁ କରୋନା ପରେ ଆଲର୍ଟରେ ନନ୍ଦନକାନନ କର୍ତ୍ତୃପକ୍ଷ

ନନ୍ଦନକାନନରେ ହାଇ ଆଲର୍ଟ ।ଏବେ ପ୍ରତିଟି ପଶୁପକ୍ଷୀଙ୍କ ଉପରେ ରଖାଯାଉଛି ତୀକ୍ଷ୍ନ ନଜର । ସିସିଟିଭି ରେ ବରାବର ମନିଟରିଂ କରାଯାଉଛି ।ନ୍ୟୁୟର୍କ ବ୍ରୋନିକ୍ସ ଜୁ ରେ ମାଇବାଘକୁ କରୋନା ସଂକ୍ରମିତ ହେବା ପରେ ଏବେ ଭାରତୀୟ…

କରୋନା ମୁକ୍ତ କନିକା

ହସ୍ପିଟାଲରୁ ଡିସ୍ଚାର୍ଜ ହେଲେ ବଲିଉଡ ଗାୟିକା କନିକା କାପୁର । ଗତ ମାର୍ଚ୍ଚ ୯ ତାରିଖରେ ସେ ଲଣ୍ଡନରୁ ପେରିବା ର କିଛି ଦିନ ପରେ ସେ କରୋନା ସଂକ୍ରମିତ ହୋଇଥିଲା ।ଲଗାତାରା ତାଙ୍କ ଚାରି ଚାରିଟି ଟେଷ୍ଟ ରିପୋର୍ଟ…

ଆସନ୍ତୁ ଜାଣିବା, ରକ୍ତଦାନ ଦ୍ୱାରା କରୋନା ଭାଇରସ୍ ବ୍ୟାପିପାରେ କି ?

କରୋନା ଭାଇରସ୍ ସାରା ବିଶ୍ୱରେ ଆତଙ୍କ ଖେଳାଇ ରଖିଛି । ଏହାମଧ୍ୟରେ ରକ୍ତଦାତାଙ୍କ ମନରେ ଅନେକ ପ୍ରଶ୍ନ ଆସୁଛି । ଏହାରି ମଧ୍ୟରେ ସେମାନେ ରକ୍ତଦାନ କରିବା ଉଚିତ୍ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ମଧ୍ୟରେ ରହିଛନ୍ତି ।…

ବଡ ଖବର: କରୋନା ପାଇଁ ଟୀକା ପ୍ରସ୍ତୁତ କଲା ଭାରତ ବାୟୋଟେକ୍, ପରୀକ୍ଷା ପାଇଁ ପଠାଗଲା ଆମେରିକା

ନୂଆଦିଲ୍ଲୀ,୬ ।୪:କରୋନା ଭାଇରସ ଯୁଦ୍ଧରେ ଜିତିବା ପାଇଁ ସାରା ବିଶ୍ୱର ସରକାର ସମସ୍ତ ପ୍ରୟାସ ଜାରି ରଖିଥିବା ବେଳେ ବୈଜ୍ଞାନିକମାନେ ଏଥିପାଇଁ ଟୀକା ପ୍ରସ୍ତୁତ କରିବାରେ ଦିନ ରାତି ଲାଗିଛନ୍ତି । ହାଇଦ୍ରାବାଦର ଟୀକା…

କଟକରେ ୨ଟି ପଞ୍ଚାୟତ ସିଲ୍

କଟକ, ୬ା୪(ଓଡ଼ିଶା ଭାସ୍କର): କଟକ ସାଲେପୁର ଓ ନିଶ୍ଚିତକୋଇଲି ବ୍ଲକର ୨ଟି ପଞ୍ଚାୟତକୁ ଆଜି ସିଲ୍ କରାଯାଇଛି । ଜୟରାମପୁର ପଞ୍ଚାୟତକୁ ସମ୍ପୂର୍ଣ୍ଣ ସିଲ୍ କରିଛି ପୋଲିସ । ସେହିପରି ମିର୍ଜାପୁର ପଞ୍ଚାୟତର ୧୨ ଓ ୧୩ ନମ୍ବର…

ଅଦ୍ଭୁତ ସଂଯୋଗ: ଝିଅ DSP ତ ବାପା SI, ଗୋଟିଏ ଥାନାରେ ଦେଉଛନ୍ତି ଡ୍ୟୁଟି

ସିଦ୍ଧି,୬ ।୪: ମଧ୍ୟପ୍ରଦେଶରେ ବାପା ଓ ଝିଅ ଏକା ସାଙ୍ଗରେ ଗୋଟିଏ ପୋଲିସ ଷ୍ଟେସନରେ କାମ କରୁଥିବା ଦେଖିବାକୁ ମିଳିଛି । ଏହାକୁ ସଂଯୋଗ ବା ଭାଗ୍ୟ ବୋଲି ବି କୁହାଯାଇପାରିବ, କାରଣ ବାପ-ଝିଅ କେବେ ବି ଭାବି ନଥିଲେ ଯେ…