Featured ଜମାତ ସହ ଜଡିତ ୨୫ହଜାର କ୍ୱାରେଣ୍ଟାଇନରେ Odisha Bhaskar Bureau Apr 7, 2020 ଦେଶର ଚିନ୍ତା ବଢ଼ାଇଛି ତବଲିଗି ଜମାତ । କରେନା ସଂକ୍ରମିତ ହୋଇଥିବା ଏହି ଜମାତିମାନେ ଏବେ ସୁପର ସ୍ପ୍ରେଡର ପାଲଟିଛନ୍ତି । ଜମାତରେ ଯୋଗ ଦେଇଥିବା ବ୍ୟକ୍ତି,ତାଙ୍କ ସଂସ୍ୱର୍ଶରେ ଆସଥିବା ଲୋକ ଓ ତାଙ୍କ ଅଧିକାଂଶ…
Featured ମାସ୍କରେ ସପ୍ତାହେ ଯାଏ ରହିପାରେ କରୋନା ଭୂ୍ତାଣୁ ,ବ୍ୟବହାର ପରେ ମାରନ୍ତୁ ନାହିଁ ହାତ Odisha Bhaskar Bureau Apr 7, 2020 କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାସ୍କର ବ୍ୟବହାର ନିହାତି ଜରୁରୀ । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣା ରୁ ସ୍ପଷ୍ଟ ହୋଇଛି ଯେ ସର୍ଜିକାଲ ମାସ୍କରେ ଏକ ସପ୍ତାହ ଯାଏ ରହିପାରେ କରୋନା ଭୂତାଣୁ । ୟୁନିଭରସିଟି…
Breaking News କରୋନା: ବିଗିଢିଲା ବ୍ରିଟିଶ୍ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା, ଆଇସୋଲେସନ ୱାର୍ଡରୁ ଆଇସିୟୁକୁ ଭର୍ତ୍ତି Odisha Bhaskar Bureau Apr 7, 2020 ଗତ ସପ୍ତାହରେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯାଇଛି । ଏନେଇ ତାଙ୍କୁ ଆଇସୋଲେସନ ୱାର୍ଡରୁ ନେଇ ଆଇସିୟୁରେ ଭର୍ତ୍ତି କରାଯାଇଛି ।…
Featured ଲକ୍ ଡାଉନ୍ ପାଇଁ ଚିନ୍ତାରେ ଦେହଜୀବୀ,ମାଳିସାହି ଶୂନଶାନ Odisha Bhaskar Bureau Apr 7, 2020 ଲକ୍ ଡାଉନ୍ ପାଇଁ ଚିନ୍ତାରେ ଦେହଜୀବୀ । ଦେଶର ବଡ ବଡ ରେଡଲାଇଟ୍ ଏରିଆ କୋଲକତାର ସୋନାକାଛି ହେଉ ବା ମହାରାଷ୍ଟ୍ରର କାମଠିପୁରା ।ଏପରିକି ଆମ ଭୁବନେଶ୍ୱର ମାଳିସାହି ସବୁ ଶୂନଶାନ । ଯେତେବେଳେ ସମଗ୍ର ଦେଶ ନିଖୋଡ଼ ନିଦରେ…
Breaking News ବିଶ୍ୱ ସ୍ୱାସ୍ଥ୍ୟ ଦିବସରେ ନର୍ସ ଓ ଧାଈଙ୍କୁ ଶୁଭେଚ୍ଛା Odisha Bhaskar Bureau Apr 7, 2020 ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଇଥାଏ । ଚଳିତବର୍ଷ ମଧ୍ୟ ଏପ୍ରିଲ୭କୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି । ଏହି ଦିବସରେ ନର୍ସ ଓ…
Featured ମାଓବାଦୀଙ୍କ ଘୋଷଣା,କରୋନା ପାଇଁ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ବନ୍ଦ Odisha Bhaskar Bureau Apr 7, 2020 କରେନା ଭୟ ନକ୍ସଲଙ୍କୁ ବି ଘାରିଛି । ଛତିଶଗଡ ଓ ସୀମାବର୍ତ୍ତୀ ଅଂଚଳର ମାଓବାଦୀ ମାନେ ପୋଷ୍ଟର ମାରି ଯୁଦ୍ଧବିରାମ ଘୋଷଣା କରିଛନ୍ତି । ମାଲାକନଗିରି ,କୋରାପୁଟ,ବିଶାଖାପାଟଣା ବର୍ଡର ଡିଭିଜନାଲ କମିଟିର ସଚିବ କୈଳାଶମଙ୍କ…
Breaking News ମହାମାରୀ ସମୟରେ ଜନ୍ମିତ ପୁଅର ନାମ ‘ଲକ୍-ଡାଉନ୍’ ରଖିଲେ ଦମ୍ପତ୍ତି Odisha Bhaskar Bureau Apr 7, 2020 କରୋନା ଭାଇରସ୍ ଯୋଗୁଁ ଗୋଟିଏ ପଟେ ଜନଜୀବନ ବିଶେଷ ପ୍ରଭାବିତ ହେଉଥିବା ବେଳେ ଅନ୍ୟପଟେ ଏହି ପ୍ରତିକୂଳ ସମୟକୁ ସାରା ଜୀବନ ମନେ ରଖିବା ପାଇଁ ଲୋକମାନେ ଚେଷ୍ଟା କରୁଛନ୍ତି । ସେହିଭଳି ମଧ୍ୟପ୍ରଦେଶର ଶୋପୁରରେ ଏକ ମାମଲା…
Breaking News ଦୀକ୍ଷା ଆପ୍: ଅନଲାଇନରେ ପାଠ ପଢ଼ିବେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ Odisha Bhaskar Bureau Apr 7, 2020 ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): କରୋନା ସତର୍କତା ନେଇ ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିଛି । ତେଣୁ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ କୌଣସି ବାଧା ନଉପୁଜିବା ପାଇଁ ଅନଲାଇନରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପାଠ ପଢ଼ିବେ ।…
Breaking News ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ ସିଲ୍ Odisha Bhaskar Bureau Apr 7, 2020 ଭୁବନେଶ୍ୱର, ୭ା୪(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସ୍ଥିତ କେନ୍ଦ୍ରୀୟ ଗୁଇନ୍ଦା ବ୍ୟୁରୋ ଅଫିସ୍ ସିଲ୍ ହୋଇଥିବା ନେଇ ସୂଚନା ମିଳିଛି । ସେହି ଅଫିସକୁ ୧୪ଦିନ ପାଇଁ ସିଲ୍ କରାଯାଇଛି । ଏହାସହ ସେଠାରେ କାର୍ଯ୍ୟ କରୁଥିବା…
Featured ଡବଲ୍ ରେଟରେ ମିଳୁଛି ମଦ,ସିଗରେଟ୍,ଗୁଟଖା: ଏବେ ତାଡି ,ବିଡି ଭରସା Odisha Bhaskar Bureau Apr 7, 2020 କରେନା ପାଇଁ ସାରା ରାଜ୍ୟରେ ଲକ୍ ଉାଡନ । କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡିଦେଲେ ଅନ୍ୟ ଦୋକାନ ବନ୍ଦ । ଗତ ୨୩ ମାର୍ଚ୍ଚ ପରଠାରୁ ରାଜ୍ୟର ସମସ୍ତ ଠିପି ଖୋଲା ଓ ଠିପି ବନ୍ଦ ମଦ ଦୋକାନ ସିଲ୍ ।ସେହିପରି ପାନ…