(Video) ରାସ୍ତା କଡ଼ରେ ଯାଯାବର ଛୁଆଙ୍କ ସହ ମଉଜ କଲେ YO YO, ବାଣ୍ଟିଲେ ଖାଇବା ତାଙ୍କୁ ଦେଖିବା ପାଇଁ ରାସ୍ତା ହେଲା ଜାମ୍

ନୋଏଡା: ହନି ସିଂ ସବୁବେଳେ ଗୀତ ଓ କନସର୍ଟ ପାଇଁ ଖବରରେ ରୁହନ୍ତି। କିନ୍ତୁ, ଏବେ ସେ ଏକ ବିଶେଷ କାରଣ ପାଇଁ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି। ସୋମବାର ଦିନ ହାନିଙ୍କର ଏକ ହୃଦୟସ୍ପର୍ଶୀ ଭିଡିଓ ସାମ୍ନାକୁ ଆସିଛି,…

ହରଡ଼ ଡ଼ାଲି କରିଦେବ ପଙ୍ଗୁ! ଜାଣନ୍ତୁ ଏହି ଡାଲିକୁ ନେଇ କ’ଣ କହୁଛନ୍ତି ଡାକ୍ତର

ଓଡିଶା ଭାସ୍କର: ଅଧିକାଂଶ ଘରେ ଭାତ ଡାଲି ମୁଖ୍ୟ ବ୍ୟଞ୍ଜନ । ସବୁ ଡାଲି ଭିତରୁ ହାରଡ଼ ଡାଲି ସବୁଠାରୁ ସ୍ୱାଦିଷ୍ଟ। ଏଥିରେ ସବୁଠାରୁ ଅଧିକ ପ୍ରୋଟିନ୍ ଥାଏ। ପ୍ରୋଟିନ୍ ଅଭାବ ପୂରଣ କରିବା ପାଇଁ ନିରାମିଷ ଖାଉଥିବା ଲୋକ…

ଗ୍ରାହକଙ୍କ ପାଇଁ ଖୁସି ଖବର, ଶସ୍ତା ହେଲା ସୁନା, ଗଣେଶ ପୂଜା ପୂର୍ବରୁ ବଢ଼ୁଥିବା ଦରରେ ଲାଗିଲା ବ୍ରେକ୍

ନୂଆଦିଲ୍ଲୀ: ବଦଳିଲା ସୁନା-ରୂପା ଦର। ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ…

ଛକା, ଚୌକା ମାରିଥିବା ଏହି ଖେଳାଳି ନେଲେ ଟିମ୍ ଛାଡ଼ିବା ନିଷ୍ପତି, ବୋର୍ଡକୁ ମାଗିଲେ ଏନଓସି

ନୂଆଦିଲ୍ଲୀ: ଆଗାମୀ ଘରୋଇ ସିଜିନ୍ ପୂର୍ବରୁ ଭାରତର ଷ୍ଟାର କ୍ରିକେଟର୍ ହନୁମା ବିହାରୀ ଆନ୍ଧ୍ର ଦଳ ଛାଡିପାରନ୍ତି। ଆଗାମୀ ଘରୋଇ ସିଜିନ୍‌ରେ ତାଙ୍କୁ ଏକ ନୂତନ ଦଳ ପାଇଁ ଖେଳୁଥିବାର ଦେଖାଯାଇପାରେ। ଟିମ୍ ଇଣ୍ଡିଆ…

ଫିକା ପଡ଼ିବ ଗଣେଶ ପୂଜା…ଆଜିଠାରୁ ଆହୁରି ୩ ଦିନ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ । ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆଗାମୀ ୩ ଦିନରେ ସ୍ପଷ୍ଟ ଚିହ୍ନିତ…

“ତୋ ଝିଅକୁ ଏଠୁ ନେଇକି ଯିବି”, ଶଶୁର ଅଟକାଇବାରୁ ରାଗିଗଲା ଜ୍ୱାଇଁ, ପେଟ୍ରୋଲ ଢ଼ାଳି ଲଗାଇଦେଲା ନିଆଁ

ନୂଆଦିଲ୍ଲୀ: ଝିଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବାପାର ଜୀବନ। ରାଜଧାନୀ ଦିଲ୍ଲୀରେ ଘଟିଛି ଏହି ହତ୍ୟାକାଣ୍ଡ। ୬୦ ବର୍ଷର ବୃଦ୍ଧ ବାପା ତାଙ୍କ ଝିଅକୁ ତା ସ୍ୱାମୀର ନିର୍ଯାତନାରୁ ବଞ୍ଚାଇବାକୁ ଯାଇ ନିଜ ଜୀବନ ଚାଲିଗଲା।…

IND vs PAK Asia Cup: ୧୮ ଥର ହେଲାଣି ଜୋରଦାର୍ ଟକ୍କର… ଜାଣନ୍ତୁ ଶେଷ ଥର କ୍ରିକେଟ ମଇଦାନରେ ହୋଇଥିବା ଯୁଦ୍ଧରେ କ’ଣ ଘଟିଥିଲା

ନୂଆଦିଲ୍ଲୀ: ଭାରତ ବନାମ ପାକିସ୍ତାନ କ୍ରିକେଟ୍ ମ୍ୟାଚ୍‌ର ରୋମାଞ୍ଚ ଏକ ଫାଇନାଲ୍‌ଠାରୁ କମ୍ ନୁହେଁ, ଉଭୟ ଦଳ ଉପରେ ଅନ୍ୟ ଯେକୌଣସି ମ୍ୟାଚ୍‌ ତୁଳନାରେ ଅଧିକ ଚାପ ରହିଛି। ଉଭୟ ଦଳ ମଧ୍ୟରେ ପରବର୍ତ୍ତୀ ମୁକାବିଲା ୧୪…

ଟିମ୍ ଇଣ୍ଡିଆର Sponsorship ହେବାକୁ ଚାହୁଁଛି ଏହି କମ୍ପାନୀ, ଏସିଆ କପ୍ ପୂର୍ବରୁ ପ୍ରକ୍ରିୟା ଆରମ୍ଭ କଲା BCCI

ନୂଆଦିଲ୍ଲୀ: ବିସିସିଆଇ ଏବଂ ଭାରତୀୟ କ୍ରିକେଟ ଦଳର ଟାଇଟଲ୍ ସ୍ପନସର କମ୍ପାନୀ ‘ଡ୍ରିମ୧୧’ ମଧ୍ୟରେ ଶେଷ ହୋଇଛି ଚୁକ୍ତିନାମା। ‘ଡ୍ରିମ୧୧’ ୨୦୨୩ ମସିହାରୁ ଟିମ୍ ଇଣ୍ଡିଆର ଟାଇଟଲ୍ ସ୍ପନସର ଥିଲା। କିନ୍ତୁ ସମ୍ପ୍ରତି…

ରାହୁ, କେତୁଙ୍କ ରକ୍ତରୁ ଉତ୍ପନ୍ନ ପିଆଜ, ରସୁଣ… ଚାଲନ୍ତୁ ଜାଣିବା ଏହାପଛରେ ଲୁଚି ରହିଥିବା ସତ ଯାହା ୯୯.୯% ଲୋକଙ୍କୁ ଅଜଣା

ଓଡିଶା ଭାସ୍କର : ଆପଣ କେବେ ଭାବିଛନ୍ତି କି ଆପଣଙ୍କ ଖାଦ୍ୟ ପାତ୍ରରେ ରସୁଣ ଏବଂ ପିଆଜ କେବଳ ସ୍ୱାଦ ବୃଦ୍ଧି କରେ ନାହିଁ, ବରଂ ଏହା ଜ୍ୟୋତିଷ ଶାସ୍ତ୍ରର ସବୁଠାରୁ ରହସ୍ୟମୟ ଗ୍ରହ, ରାହୁ ଏବଂ କେତୁ ସହିତ ସିଧାସଳଖ ଜଡିତ?…

ଅସହ୍ୟ ହେଲା ଯୌତୁକ ନିର୍ଯାତନ, ସାଥୀରେ ୩ ବର୍ଷର ଝିଅକୁ ଧରି ଦେହରେ ନିଆଁ ଲଗାଇଲେ ମହିଳା

ଯୋଧପୁର: ରାଜସ୍ଥାନ ଯୋଧପୁର ଡାଙ୍ଗିୟାବାସ ଅଞ୍ଚଳରେ ଛାତି ଧରାଇଦେବା ଭଳି ଘଟଣା ଘଟିଛି। ଜୀବନ୍ତ ଜଳିଗଲେ ମା’ ଝିଅ। ମା’ ନିଜ ସହ ସାଥୀରେ ୩ ବର୍ଷର ଝିଅକୁ ନେଇ କରିଛନ୍ତି ଆତ୍ମହତ୍ୟା। ଆତ୍ମହତ୍ୟା କରିଥିବା ମା’ ଜଣେ…