ଅମର ରହିବ ଏ ପ୍ରେମ; ସ୍ୱାମୀଙ୍କ ପାଇଁ ଖୁସି ଖୁସିରେ ଦେଇଥିଲେ ଲିଭର, ସର୍ଜରୀ ପରେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଅମୂଲ୍ୟ ଜୀବନ
ମୁମ୍ବାଇ: ମହାରାଷ୍ଟ୍ରର ପୁଣେ ଜିଲ୍ଲାରୁ ଏକ ନାମୀଦାମୀ ହସ୍ପିଟାଲ ସହିତ ଜଡିତ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କର ଲିଭର ଦେଇଦେଲେ ।…