ଚେତେଶ୍ୱର ପୂଜାରାଙ୍କୁ ଏହି ଟିମରେ ମିଳିଲାନି ଜାଗା, ସେଥିପାଇଁ କ୍ରିକେଟ ଜଗତରୁ ନେଲେ ଅବସର!

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ରାହୁଲ ଦ୍ରାବିଡଙ୍କ ପରେ ଭାରତର ପ୍ରାଚୀର କୁହାଯାଉଥିବା ଚେତେଶ୍ୱର ପୂଜାରା କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ପୂଜାରା ପ୍ରାୟ…

ପୋଲିସ ହାତରୁ ଖସି ପଳାଉଥିଲା ସ୍ତ୍ରୀକୁ ଜୀଅନ୍ତା ଜାଳି ମାରିଥିବା ବିପିନ୍, ପୋଲିସ କଲା ଏନକାଉଣ୍ଟର

ନୂଆଦିଲ୍ଲୀ: ଗ୍ରେଟର ନୋଏଡାରେ ଯୌତୁକ ସମ୍ପର୍କିତ ନିକି ହତ୍ୟା ମାମଲାରେ, ତାଙ୍କ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀ ବିପିନକୁ ପୋଲିସ ଏନକାଉଣ୍ଟର କରିଛି । ପୋଲିସ ସହିତ ଏହି ଏନକାଉଣ୍ଟରରେ, ଅଭିଯୁକ୍ତ…

ପିରିୟଡ୍ସ ରୋକିବା ପାଇଁ ଔଷଧ ଖାଇଲେ ଯୁବତୀ, ଚାଲିଗଲା ଜୀବନ, ଡାକ୍ତର କହିଲେ ମୃତ୍ୟୁର କାରଣ

ନୂଆଦିଲ୍ଲୀ: ଋତୁସ୍ରାବ ଅଟକାଇବା ପାଇଁ ଔଷଧ ଖାଇ ଜଣେ ୧୮ ବର୍ଷୀୟ ଯୁବତୀଙ୍କ ପ୍ରାଣହାନି ଘଟିଛି। ଏହି ଔଷଧ କାରଣରୁ ତାଙ୍କୁ ଡିପ୍ ପେନ୍ ଥ୍ରୋମ୍ବୋସିସରେ ପୀଡ଼ିତ ହେବାକୁ ପଡ଼ିଥିଲା। ଯେତେବେଳେ ଡାକ୍ତର ତାଙ୍କୁ…

ବିବାହିତ ହୋଇ କୁମାର ସାନୁ ଲୁଚି ଲୁଚି କରୁଥିଲେ ରୋମାନ୍ସ, ଗାୟକଙ୍କୁ ଘରେ ସ୍ତ୍ରୀ ଦେଉଥିଲେ ନିର୍ଯାତନା

ମୁମ୍ବାଇ: ହିନ୍ଦୀ ଚଳଚ୍ଚିତ୍ରରେ ପ୍ରାୟତଃ ନକାରାତ୍ମକ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ କୁନିକା ସଦାନନ୍ଦ ଆଜିକାଲି ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି। କୁନିକା 'ହମ୍ ସାଥ୍-ସାଥ୍ ହେ',…

“ଶସ୍ୟରେ ଅଧିକ ସାର ବ୍ୟବହାର, ଶରୀର ପାଇଁ କ୍ଷତିକାରକ”, କୃଷିମନ୍ତ୍ରୀ ଦେଲେ ସୂଚନା

ଭୁବନେଶ୍ୱର: ଶସ୍ୟରେ ଅଧିକ ସାର ପ୍ରୟୋଗ କରିବା ଶରୀର ପାଇଁ କ୍ଷତିକାରକ ବୋଲି କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି। ସେ ସାର ବ୍ୟବହାରକୁ ପସନ୍ଦ କରୁନାହାନ୍ତି । ସାର ବ୍ୟବହାର କରି ଉତ୍ପାଦନ କଲେ ବିଦେଶକୁ…

୧୦୩ ଟେଷ୍ଟ ମ୍ୟାଚରେ ୭,୧୯୫ ରନ୍ କରି କ୍ରିକେଟକୁ Bye Bye କଲେ ପୂଜାରା, ଜାଣନ୍ତୁ ଖେଳାଳିଙ୍କ ପାଖରେ ଅଛି କେତେ ସମ୍ପତ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ସାନଦାର୍ ଖେଳାଳି ଚେତେଶ୍ୱର ପୂଜାରା କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି । ପୂଜାରା ଏତେ ଜଲଦି କ୍ରିକେଟ ମଇଦାନରୁ ଓହରିଯିବେ ବୋଲି କେହି ଚିନ୍ତା କରି ନ ଥିଲେ । ଏ ନେଇ ସେ…

Dream 11 ହଟିବା ପରେ ଇଣ୍ଡିଆ ଜର୍ସିରେ କାହା ନାଁ ଛପାଯିବ, ରେସରେ ଅଛନ୍ତି ଏହି କମ୍ପାନୀ

ନୂଆଦିଲ୍ଲୀ: ଫ୍ୟାଣ୍ଟାସି ସ୍ପୋର୍ଟସ୍ ପ୍ଲାଟଫର୍ମ ଡ୍ରିମ୍ ୧୧ ଟିମ୍ ଇଣ୍ଡିଆର ଜର୍ସିର ଟାଇଟଲ୍ ସ୍ପନ୍ସର ପଦରୁ ଓହରିପାରେ। ସଂସଦରେ ଅନଲାଇନ୍ ଗେମିଂ ବିଲ୍ ପାସ୍ ହେବା ପରେ, ଅନଲାଇନ୍ ରୁ ଟଙ୍କା ରୋଜଗାର କରୁଥିବା ଗେମିଂ…

ଏସିଆ କପ ପୂର୍ବରୁ ଭାରତୀୟ କ୍ରିକେଟର ଚେତେଶ୍ୱର ପୂଜାରାଙ୍କ ଅବସର ଘୋଷଣା, ହଠାତ୍ ସ୍ୱର୍ଣ୍ଣିମ କ୍ୟାରିୟରରେ ଲାଗିଲା ବ୍ରେକ୍

ନୂଆଦିଲ୍ଲୀ: କ୍ରୀକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର । ଅବସର ନେଲେ ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟସମ୍ୟାନ୍ ଚେତେଶ୍ୱର ପୂଜାରା । ସମସ୍ତ କ୍ରିକେଟ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଚେତେଶ୍ବର । ଏବେ ସେ ତାଙ୍କର…

ଜଙ୍ଗଲର ରାଜା ବି ରଖେ ଉପବାସ…! ବାଘ-ସିଂହ ପ୍ରତି ମଙ୍ଗଳବାର ରୁହନ୍ତି ଭୋକିଲା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜସ୍ଥାନ: ଶୁଣିବାକୁ ନିହାତି ଅଜବ ଲାଗିପାରେ, କିନ୍ତୁ ଏହା ସତ । ସପ୍ତାହରେ ଗୋଟିଏ ଦିନ ଏପରି ଥାଏ, ଯେତେବେଳେ ଜଙ୍ଗଲର ରାଜା ମଧ୍ୟ ଉପବାସ ରୁହେ । ଲୋକମାନେ ପ୍ରାୟତଃ କୌଣସି ପର୍ବ, ବିଶେଷ ଦିନ କିମ୍ବା କୌଣସି…

ସ୍ୱାମୀ ଦେଲାନି ଗୁଟଖା, ପରିବାର ଉଜାଡ଼ି ଦେଲା ସ୍ତ୍ରୀ

ଉତ୍ତରପ୍ରଦେଶ: ଗୁଟଖା ନିଶା ଉଜାଡି ଦେଲା ପରିବାର। ସ୍ତ୍ରୀ ଥିଲା ଗୁଟଖା ଅମଳି। ଆଉ ସ୍ୱାମୀ ଅଟୋ ଚଲାଇ ପରିବାର ପ୍ରତିପୋଷଣ କରୁଥିଲା।  ହେଲେ ସ୍ତ୍ରୀର ଗୁଟଖା ଖାଇବା ପାଇଁ ସ୍ୱାମୀକୁ ଅଯଥା ଟଙ୍କା ଖର୍ଚ୍ଚ କରିବାକୁ…