fbpx

ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି, ଆସନ୍ତାକାଲିଠାରୁ ଜୁନ୍‍ ୧୭ ଯାଏ ବନ୍ଦ ରହିବ କୋର୍ଟ

ଭୁବନେଶ୍ୱର : ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମକାଳୀନ ଛୁଟି ଆସନ୍ତାକାଲିଠାରୁ ଆରମ୍ଭ ହୋଇ ଜୁନ୍‍ ମାସ ୧୭ ତାରିଖ ପର୍ଯ୍ୟନ୍ତ ରହିବ । ଗ୍ରୀଷ୍ମ ଅବକାଶ ସମୟରେ ଚଳିତମାସ ୨୩, ୨୮, ୩୦ ତାରିଖ ଏବଂ ଜୁନ୍‍ ମାସ ୪, ୬, ୧୧ ଏବଂ…

୨୨ରେ ଓଡ଼ିଶା ଆସିବେ ରାମାୟଣର ‘ରାମ’ ଅରୁଣ ଗୋଭିଲ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେପିର ଜୋରଦାର ପ୍ରଚାର । ଘନ ଘନ ଓଡ଼ିଶା ଆସୁଛନ୍ତି ବିଜେପିର ହେଭିୱେଟ୍ ନେତା । ଓଡ଼ିଶାରେ ପ୍ରଥମ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ଆସନ୍ତା…

ଦେହଜୀବୀଙ୍କ ଘୃଣ୍ୟ କାଣ୍ଡ : ୨୦୦ ଲୋକଙ୍କୁ ଦେଲେ ମୃତ୍ୟୁର ପୁରସ୍କାର, ଜାଣନ୍ତୁ ସମ୍ପୂର୍ଣ୍ଣ ସତ୍ୟ

ନୂଆଦିଲ୍ଲୀ: ଆମେରିକାର ଓହିଓରେ ଜଣେ ଦେହଜୀବୀ ଏପରି ଏକ କାଣ୍ଡ କରିଛନ୍ତି ଯେ ଶୁଣିଲେ ଭୂମି ତଳୁ ପାଦ ଖସିଯିବ । ସୂଚନା ଅନୁସାରେ, ୧ ଜାନୁଆରୀ ୨୦୨୨ ରେ ଲିଣ୍ଡା ଲେସି ନାମକ ଜଣେ ଦେହଜୀବୀ ଏଚ୍.ଆଇ.ଭି ପଜିଟିଭ୍ ଥିଲେ ।…

ଆଇପିଏଲ କ୍ୱାଲିଫାୟର-୧ ଲଢ଼େଇ: ବର୍ଷା ପାଇଁ ମ୍ୟାଚ ବାତିଲ ହେଲେ କେଉଁ ଟିମ୍ କଟିବ?

ନୂଆଦିଲ୍ଲୀ: ଚଳିତ ଆଇପିଏଲ ୨୦୨୪ରେ ଆଜି କ୍ୱାଲିଫାୟର-୧ ମୁକାବିଲା ହେବ । କୋଲକତା ନାଇଟ୍ ରାଇଡର୍ସ (କେକେଆର) ଓ ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ) ମଧ୍ୟରେ କଡ଼ା ଟକ୍କର ହେବ । ତେବେ ଲଢ଼େଇ ପାଇଁ ଦୁଇ ଟିମ୍…

ବ୍ରେନ ଟ୍ୟୁମର କିପରି ହୋଇଥାଏ, ଜାଣନ୍ତୁ ଏହାର କେତେକ ଲକ୍ଷଣ

ଓଡିଶା ଭସ୍କର: ବ୍ରେନ ଟ୍ôୟୁମର ଜଣେ ସାଧାରଣ ବ୍ୟକ୍ତିଙ୍କ ପକ୍ଷରେ ଏକ ଗୁରୁତର ସମସ୍ୟା ହୋଇଥାଏ । ଏହି ରୋଗ ବ୍ୟକ୍ତିର ସ୍ୱାସ୍ଥ୍ୟକୁ ବିଶେଷ କ୍ଷତି କରାଇଥାଏ । ଏହି ସମସ୍ୟାଟି ସାଧାରଣତଃ ମସ୍ତିଷ୍କରେ ଦେଖା ଦେଇଥାଏ ।…

SBI ଚେୟାରମ୍ୟାନ ପଦବୀ ପାଇଁ ଇଣ୍ଟରଭ୍ୟୁକୁ ଅଚାନକ ସ୍ଥଗିତ କଲେ FSIB, ନୂଆ ସରକାର ଗଠନ ପରେ ସ୍ଥିର ହେବ ତାରିଖ

ନୂଆଦିଲ୍ଲୀ: ଫାଇନାନସିଆଲ ସର୍ଭିସେଜ ଇନଷ୍ଟିଟୁସନ ବ୍ୟୁରୋ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେବା ସୂଚନା ମିଳିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କର ନୂଆ ଚେୟାରମ୍ୟାନ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରିବା ଲାଗି ନିର୍ଦ୍ଧାରିତ…

ଆଇପିଏଲ ୨୦୨୪ର ବିରଳ ସଂଯୋଗ! ଇଂରାଜୀ ଅକ୍ଷର ‘R’ ଥିବା ୪ଟି ଟିମ୍ ପ୍ଲେଅଫରେ ଏଣ୍ଟ୍ରି କରିଛନ୍ତି

ନୂଆଦିଲ୍ଲୀ: ଚଳିତ ଆଇପିଏଲ ୨୦୨୪ରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛି । ୪ଟି ଟିମ୍ ପ୍ଲେଅଫରେ ଏଣ୍ଟ୍ରି କରିଥିବା ବେଳେ ଅନ୍ୟ ୬ଟି ଟିମ୍ ବିଦାୟ ନେଇଛନ୍ତି । କୋଲକତା ନାଇଟ୍ ରାଇଡର୍ସ (କେକେଆର), ସନରାଇଜର୍ସ…

ଏଲନ୍ ମସ୍କଙ୍କ ‘ଏକ୍ସ’ ନୁହେଁ, ଇନଷ୍ଟାଗ୍ରାମକୁ ବେଷ୍ଟ କହିଲେ ମହେନ୍ଦ୍ର ସିଂହ ଧୋନୀ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ନିକଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୭ ରନରେ ଚେନ୍ନାଇ ସୁପର କିଙ୍ଗ୍‌ସକୁ ପରାସ୍ତ କରିଥିଲା । ଏହି ହାର୍ ପରେ ଚେନ୍ନାଇ ସୁପରକିଙ୍ଗ୍‌ସର ପ୍ଲେ ଅଫକୁ ଯିବାର ଯାତ୍ରା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି ।…

(Video) ସୁନା ଦର ଟପିଲା ୭୫ ହଜାର: ଗୋଟେ ପରେ ଗୋଟେ ଭାଙ୍ଗି ଚାଲିଛି ଝିଅ ବାହାଘର!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ସୁନା ଦର ସମସ୍ତଙ୍କ ପାଇଁ ଏକ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ସୁନା ଦର ବୃଦ୍ଧି କାରଣରୁ ଗତ ଏପ୍ରିଲ ମାସରେ କିଛି ଝିଅ ବାହାଘର ଭାଙ୍ଗିଯାଇଥିବା ନେଇ ମିଡ଼ିଆରେ ଖବର…

ରାମେଶ୍ୱରମ କ୍ୟାଫେ ବିସ୍ଫୋରଣ ମାମଲା: ୧୧ଟି ସ୍ଥାନରେ NIAର ଚଢାଉ, ଦୁଇ ଡାକ୍ତରଙ୍କ ସମେତ ହେଡମାଷ୍ଟରଙ୍କୁ ମଧ୍ୟ ଜେରା

ନୂଆଦିଲ୍ଲୀ: ବେଙ୍ଗାଲୁରୁ ରାମେଶ୍ୱରମ କ୍ୟାଫେରେ ଜାତୀୟ ତଦନ୍ତକାରୀ ଦଳ ମଙ୍ଗଳବାର ଦିନ ସକାଳେ ବେଙ୍ଗାଲୁରୁ ଏବଂ କୋଏବଟୁର ସମେତ ୧୧ଟି ସ୍ଥାନରେ ରେଡ କରିଛନ୍ତି । ରିପୋର୍ଟ ମୁତାବକ, ଏନଆଇଏ କୁମାରସ୍ୱାମୀ ଲେଆଉଟ ଏବଂ…