ଇନଷ୍ଟାରେ ବନ୍ଧୁତା, ବ୍ୟବସାୟ ବଢ଼ାଇବାର ପ୍ରଲୋଭନ…ପରେ ମହିଳାଙ୍କୁ ଗଣଦୁଷ୍କର୍ମ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଗ୍ୱାଲିୟର ଜିଲ୍ଲାରେ ଏକ ବ୍ୟୁଟି ପାର୍ଲର ଚଳାଉଥିବା ମହିଳାଙ୍କ ସହ ଗଣଦୁଷ୍କର୍ମର ଏକ ମାମଲା ସାମ୍ନାକୁ ଆସିଛି । ପୀଡିତା ମହିଳା ଭିଣ୍ଡର ବାସିନ୍ଦା। ଘଟଣାଟି ଗ୍ୱାଲିୟରର ମହାରାଜପୁରା ଥାନା…