Asia Cup: ଟିମ୍ ଇଣ୍ଡିଆ ସିଲେକ୍ସନରେ ଖପ୍ପା ଭାଜି, ରାଗରେ ନିଆଁ ହୋଇ କହିଲେ ଖେଳାଳିଙ୍କ ସହ ଅନ୍ୟାୟ
ଓଡ଼ିଶାଭାସ୍କର: ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂହ ଏସିଆ କପ୍ ୨୦୨୫ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।
ଟିମ୍ ଇଣ୍ଡିଆର ଚୟନ ଉପରେ ପ୍ରଶ୍ନ ଉଠାଇ ହରଭଜନ ସିଂହ ମୁଖ୍ୟ…