‘1 ନଭେମ୍ୱରରେ ଭାରତ ସ୍ୱାଧୀନତା ପାଇଲା, ଆମକୁ ପଞ୍ଜାବୀମାନେ ଶାସନ କରୁଥିଲେ’- ହୋଶ୍ ଉଡାଇ ଦେଉଛି ଏ ଝିଅର ଅଦ୍ଭୁତ ଉତ୍ତର…
ଓଡ଼ିଶା ଭାସ୍କର: ସାରା ଦେଶ ୧୫ ଅଗଷ୍ଟରେ ୨୦୨୫ରେ ୭୯ତମ ସ୍ୱାଧୀନତା ଦିବସ ପାଳନ କରୁଥିଲା। ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଜଣେ ଝିଅକୁ ଭାରତର ସ୍ୱାଧୀନତା ସହିତ ଜଡିତ କିଛି ସରଳ ପ୍ରଶ୍ନ…