ଦିନିକିଆରୁ ବିରାଟଙ୍କ ଅବସର! ଧଳା ଦାଢି ବଢାଇଦେଲା ଫ୍ୟାନ୍ସଙ୍କ ଚିନ୍ତା, ଜାଣନ୍ତୁ ଡିଟେଲ୍ସ
ନୂଆଦିଲ୍ଲୀ: ବିରାଟ କୋହଲି ଟେଷ୍ଟ ଅବସର ପରେ ନିଜ ଧଳା ଦାଢ଼ିକୁ ନେଇ କଥା ହୋଇଥିଲେ। କୋହଲି କହିଥିଲେ ଯେ, ଯେତେବେଳେ ଆପଣଙ୍କୁ ପ୍ରତି 4 ଦିନରେ ଆପଣଙ୍କ ଦାଢ଼ି ରଙ୍ଗ କରିବାକୁ ପଡିବ, ତେବେ ବୁଝି ନିଅନ୍ତୁ ଯେ, ସମୟ…