ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ୯୮ ପ୍ରତିଶତ ଉପଭୋକ୍ତାଙ୍କ ବିଜୁଳି ଯୋଗାଣ ସ୍ୱାଭାବିକ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଆକାଶମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ କ୍ଷୟକ୍ଷତି ଆକଳନ ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଅପରାହ୍ଣରେ…

ଆମେରିକାରେ ସ୍ତନ କର୍କଟ ଚିକିତ୍ସାରେ ଭେଦଭାବ, କଳା ମହିଳାମାନଙ୍କୁ ମିଳୁନାହିଁ ଚିକିତ୍ସା : ଅଧ୍ୟୟନ

ନୂଆଦିଲ୍ଲୀ: ନିକଟରେ ଆମେରିକୀୟ ମେଡିକାଲ୍ ଆସୋସିଏସନ୍ ନେଟୱାର୍କ ଓପନ୍ ଜର୍ଣ୍ଣାଲରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଆମେରିକାରେ ୬୫ ବର୍ଷରୁ ଅଧିକ ବୟସ୍କ କଳା ମହିଳାମାନେ ସ୍ତନ କର୍କଟ ଚିକିତ୍ସାରେ ଭେଦଭାବର…

ରିଲିଜ୍ ପୂର୍ବରୁ Singham Againର ଆଡଭାନ୍ସ ବୁକିଂ, ବିଦେଶରେ ଫିଲ୍ମକୁ ନେଇ ଦେଖାଦେଇଛି କ୍ରେଜ୍

ମୁମ୍ବାଇ: ଅଜୟ ଦେବଗନଙ୍କ ବହୁ ପ୍ରତିକ୍ଷିତ ସିଙ୍ଘମ ଅଗେନ୍ ରିଲିଜକୁ ନେଇ ବର୍ତ୍ତମାନ ୪ ଦିନ ବାକି ରହିଛି । ଏହି ଫିଲ୍ମକୁ ନେଇ ଭାରତରେ କ୍ରେଜ୍ ସାଙ୍ଗକୁ ବିଦେଶରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । ଅମିତାଭ ବଚ୍ଚନ,…

Emerging ଟି-୨୦ ଏସିଆ କପ ୨୦୨୪: ଶ୍ରୀଲଙ୍କାକୁ ହରାଇ ଆଫଗାନିସ୍ତାନ ଚାମ୍ପିୟନ

ନୂଆଦିଲ୍ଲୀ: ଏସିସି ପୁରୁଷ ଇମର୍ଜିଂ ଟି-୨୦ ଏସିଆ କପ ୨୦୨୪ରେ ଚାମ୍ପିୟନ ହୋଇଛି ଆଫଗାନିସ୍ତାନ ‘ଏ’ । ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ‘ଏ’ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୩୩ ରନ୍ ସଂଗ୍ରହ କରିଥିଲା ।…

ଦୀପାବଳି ପୂର୍ବରୁ ବୃଦ୍ଧମାନଙ୍କୁ ଉପହାର ଦେବେ PM ମୋଦୀ, ଏହି ଦିନଠାରୁ ଆରମ୍ଭ ହେବ ଆୟୁଷ୍ମାନ ଭାରତ ଯୋଜନା

ନୂଆଦିଲ୍ଲୀ : ଆୟୁଷ୍ମାନ ଯୋଜନାକୁ ନେଇ ଆସିଲା ବଡ଼ ଖବର । ଖୁବ ଶୀଘ୍ର ରାଜ୍ୟରେ ଆୟୁଷ୍ମାନ ଯୋଜନାର 3.0ର ଶୁଭାରମ୍ଭ ହେବ। ପ୍ରଧାନମନ୍ତ୍ରୀ ମୋଦି ଜଲଦି ଓଡ଼ିଶାରେ ଏହାର ଶୁଭାରମ୍ଭ କରିବେ । ଅକ୍ଟୋବର ୨୯ରେ ରାଜ୍ୟରେ…

(Video) ତୁମେ ହିଁ ପ୍ରକୃତ ଯୋଦ୍ଧା: ବାତ୍ୟା ପରେ ରାସ୍ତାରୁ ଗଛ କାଟି ସଫା କରୁଥିଲେ, କଟିଗଲା ଦମକଳ କର୍ମଚାରୀଙ୍କ ହାତ, ତଥାପି ହାରିଲେ ନାହିଁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାତ୍ୟା ‘ଦାନା’ ଚାଲିଯାଇଛି ସିନା ତା’ ଦ୍ୱାରା ପ୍ରଭାବିତ ଲୋକଙ୍କର ଦୁଃଖ ସରିନାହିଁ । ଭୀଷଣ ବର୍ଷା ଓ ଦ୍ରୁତ ଗତିର ପବନରେ ରାଜ୍ୟର ଅନେକ ଚାଷୀଙ୍କର ଫସଲ ନଷ୍ଟ ହୋଇଯାଇଛି । ଏବେ ବି ହଜାର…

‘ମୁଁ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେଲେ ପାଣି ବିଲ୍ ଛାଡ଼ କରିବି’, ଦିଲ୍ଲୀ ଜନତାଙ୍କୁ ପ୍ରତିଶ୍ରୁତି ଦେଲେ କେଜରିୱାଲ

ନୂଆଦିଲ୍ଲୀ: ‘ଆମ୍ ଆଦମୀ ପାର୍ଟି(ଆପ୍) ସରକାର ଦୀର୍ଘ ୧୦ ବର୍ଷ ଧରି ଦିଲ୍ଲୀବାସୀଙ୍କ ସଚ୍ଚୋଟତାର ସହ ସେବା କରିଆସିଛନ୍ତି । ଏଭଳି ଅନେକ କାର୍ଯ୍ୟ ବି କରିଛି ଯାହା ଦେଶର ଅନ୍ୟ କୌଣସି ରାଜ୍ୟର ସରକାର କରିନଥିଲେ ।’…

ବିଗିଡ଼ିବାରେ ଲାଗିଛି ଦିଲ୍ଲୀରେ ପ୍ରଦୂଷଣ ସ୍ଥିତି : ଦିପାବଳୀ ପୂର୍ବରୁ ୪୦୦ ପାର୍ କଲା AQI

ନୂଆଦିଲ୍ଲୀ : ଦିଲ୍ଲୀରେ ବିଗିଡ଼ିବାରେ ଲାଗିଛି ପ୍ରଦୂଷଣ ସ୍ଥିତି । ଆନନ୍ଦ ବିହାରରେ ୪୦୦ ଟପିଲା AQI । ସକାଳୁ ସକାଳୁ ଅଣନିଶ୍ବାସୀ ହୋଇ ପଡ଼ିଲେ ଲୋକେ । ସ୍ଥିତିର ମୁକାବିଲା ପାଇଁ ଦିଲ୍ଲୀ ଓ କେନ୍ଦ୍ର ସରକାରଙ୍କ…

IPL Retaintion; ନିଜ ଦଳ ଛାଡ଼ିବେ ୩ ଜଣ ଅଧିନାୟକ! Mega Auction ପୂର୍ବରୁ ନିଆଯିବ ବଡ଼ ନିଷ୍ପତ୍ତି

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୫ ପାଇଁ ଖୁବଶୀଘ୍ର ମେଗା ଅକ୍ସନ ହେବାକୁ ଯାଉଛି । ଏହା ପୂର୍ବରୁ ପ୍ରତ୍ୟେକ ଦଳକୁ ନିଜ ନିଜ ରିଟେନସନ ଲିଷ୍ଟ ଜାରି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅକ୍ଟୋବର ୩୧ ସୁଦ୍ଧା ସମସ୍ତ ଦଳ…

ହୋଇଯାଅ ସାବଧାନ୍! ପୃଥିବୀକୁ ମାଡ଼ିଆସୁଛି ଭୟଙ୍କର ବିପଦ, ଆଉ ମାତ୍ର କିଛି ଘଣ୍ଟା ବାକି

ନୂଆଦିଲ୍ଲୀ: ପୃଥିବୀ ଆଡକୁ ପ୍ରାୟ ପ୍ରତିଦିନ ଆଷ୍ଟ୍ରୋଏଡ ଆସିଥାଏ । ଏମାନଙ୍କୁ ବିପର୍ଯ୍ୟୟ ମଧ୍ୟ କୁହାଯାଏ, କାରଣ ସେମାନେ ଭୁଲରେ ପୃଥିବୀ ସହିତ ମୁହାଁମୁହିଁ ହୋଇଥିଲେ ମଧ୍ୟ ବଡ଼ କ୍ଷତି ହୋଇପାରେ । ଏହି କାରଣରୁ,…