Asia Cup: ଦିନେ ଆତ୍ମହତ୍ୟା ପାଇଁ ବାହାରିଥିଲେ, ଏବେ ବିଶ୍ୱର ନମ୍ୱର 1 ବୋଲର, କିଏ ଏହି ଷ୍ଟାର ଖେଳାଳି…
ଓଡ଼ିଶା ଭାସ୍କର: ଭାରତୀୟ କ୍ରିକେଟ୍ ଦଳ ଏସିଆ କପ୍ 2025 ରେ ଏକ ଦମଦାର ଆରମ୍ଭ କରିଛି। ପ୍ରଥମ ମ୍ୟାଚ୍ ରେ ଟିମ୍ ଇଣ୍ଡିଆ UAE କୁ 9 ୱିକେଟରେ ପରାସ୍ତ କରିଛି। ଭାରତ ଏହି ମ୍ୟାଚ୍ ମାତ୍ର 27 ବଲ୍ ରେ ଜିତିଛି ଯାହା ଏକ…