ଶେଷ ଟେଷ୍ଟ ମ୍ୟାଚ ମଝିରୁ ହଠାତ୍ ବାହାରିଗଲେ ଏହି ଖେଳାଳି, ଦଳ ପାଇଁ ଘନେଇଲା ସଙ୍କଟ
ନୂଆଦିଲ୍ଲୀ: ଏବେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ସିରିଜର ଶେଷ ମ୍ୟାଚ୍ ଖେଳାଯାଉଛି। ପଞ୍ଚମ ଟେଷ୍ଟ ମ୍ୟାଚ୍ ଜୁଲାଇ ୩୧ରୁ ଆରମ୍ଭ ହୋଇଛି। ଆଉ ପ୍ରଥମ ଦିନର ଖେଳ ସମାପ୍ତ ହୋଇଛି।
ଏହି ସମୟରେ ଯେତେବେଳେ ପ୍ରଥମ…