ରାଶି ଅନୁସାରେ ବାନ୍ଧନ୍ତୁ ଭାଇମାନଙ୍କ ହାତରେ ରାଖୀ, ସମ୍ପର୍କରେ ବଢ଼ିବ ପ୍ରେମ ଓ ସମ୍ମାନ
ଓଡ଼ିଶାଭାସ୍କର: ଚଳିତ ବର୍ଷ ଅଗଷ୍ଟ ୯ ତାରିଖରେ ପଡୁଛି ପବିତ୍ର ରକ୍ଷା ବନ୍ଧନ। ଯେଉଁ ଦିନକୁ ପ୍ରତ୍ୟେକ ଭାଇ-ଭଉଣୀ ଚାତକ ପରି ଚାହିଁ ରହିଥାନ୍ତି। ଯଦି ଦେଖିବା ଏହି ବର୍ଷ ରକ୍ଷା ବନ୍ଧନ ଦିନ ଭାଦ୍ରବ ମାସର ଛାଇ ନାହିଁ…