ଇଂଲଣ୍ଡ ମ୍ୟାଚରେ ଡେବ୍ୟୁ କରିବେ ଏହି ଭାରତୀୟ ଖେଳାଳୀ, ପୂର୍ବରୁ ଡେବ୍ୟୁ କରିଛନ୍ତି ୨ଜଣ
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍ ଏବେ ଶେଷ ହେବାକୁ ଯାଉଛି। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ସିରିଜ୍ ମଧ୍ୟରୁ ଏପର୍ଯ୍ୟନ୍ତ ଚାରୋଟି ମ୍ୟାଚ୍ ଖେଳାଯାଇଛି ଏବଂ ଏବେ ଶେଷ ମ୍ୟାଚ୍ର ପାଳି।…